ପ୍ରମୂଖ ଖବର
  • ବାଙ୍କୀ : ଢାବାରେ ଖାଇବାକୁ ନେଇ ମାରପିଟ୍, ହୋଟେଲ ମାଲିକଙ୍କ ଆକ୍ରମଣରେ ଗ୍ରାହକ ମୃତ
  • ||
  • ଉତ୍ତରାଖଣ୍ଡ: ପହଲଗାମ୍ ଆକ୍ରମଣ ପରେ ଉତ୍ତରାଖଣ୍ଡରେ ସୁରକ୍ଷା କଡ଼ାକଡ଼ି, ଭ୍ୟାଲି ଅଫ୍ ଫ୍ଲାୱାର୍ସରେ ଆତଙ୍କବାଦ ବିରୋଧୀ ଦଳ ମୁତୟନ
  • ||
  • ଗୁଜରାଟ: ଅହମ୍ମଦାବାଦ ଏୟାରପୋର୍ଟ ନିକଟରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା, ପ୍ଲେନ୍‌ରେ ଥିଲେ ୨୪୨ ଯାତ୍ରୀ
  • ||
  • ରାଜଧାନୀରୁ ୩ ଶିଶୁ ଶ୍ରମିକ ଉଦ୍ଧାର
  • ||
  • ବଡ଼ବିଲ: ଯୋଡ଼ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କରୁ ଲୁଟ, ବନ୍ଧୁକ ମୁନରେ ୫ ଦୁର୍ବୃତ୍ତ ଲୁଟିନେଲେ ନଗଦ ୧୧ ଲକ୍ଷ ଟଙ୍କା, ସୁନା ଅଳଙ୍କାର
  • ||
  • ରାଜ୍ୟ ସ୍ତରୀୟ 'ବିକାଶ ବାହନ'ର ଶୁଭାରମ୍ଭ, ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ନେଇ ଲୋକଙ୍କୁ କରିବ ସଚେତନ
  • ||
  • ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ବିକାଶ ମେଳା ଉଦଘାଟିତ
  • ||
  • କଟକ : ଜମି ବିବାଦକୁ କେନ୍ଦ୍ରକରି ଗଣ୍ଡଗୋଳ, ସମ୍ପର୍କୀୟ ଭାଇର କଟୁରୀ ଚୋଟରେ ବୃଦ୍ଧ ଗୁରୁତର
  • ||
  • ଛତିଶଗଡ଼ ସୁକମାରେ ଏନ୍‌କାଉଣ୍ଟ, ଯବନାଙ୍କ ଗୁଳିରେ ୨ ମାଓବାଦୀ ନିହତ, ସର୍ଚ୍ଚ ଅପରେସନ୍ ଜାରି
  • ||
  • ଭଦ୍ରକ : ତିହିଡ଼ି ‘ଏୟୁ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ’ରୁ ଡକାୟତି ଅଭିଯୋଗ; ୭ଲକ୍ଷ ୫୨ ହଜାର ଟଙ୍କା ଚୋରି
  • ||
  • ଅନୁଗୁଳ : ୨ ବାଇକ୍‌ ମୁହାଁମୁହିଁ ଧକ୍କା: ୨ ମୃତ , ଦୁଇ ଗୁରୁତର
  • ||
  • ଭୁବନେଶ୍ୱର-ଆବୁଧାବିକୁ ଡାଇରେକ୍ଟ ଫ୍ଲାଇଟ୍, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବାଲିପାଟଣାରେ ଗୋଷ୍ଠୀ ସଙ୍ଘର୍ଷ, ୫ ଆହତ
  • ||
  • ସୋରରେ ଆତଙ୍କରାଜ୍, ଡାକ୍ତରଙ୍କ ଘରେ ଡକାୟତି, ଲୁଟେରାଙ୍କ ଭୁଜାଲି ମାଡ଼ରେ ୨ ଗୁରୁତର
  • ||
  • ଭଦ୍ରକ ଗୋଷ୍ଠୀ ସଂଘର୍ଷରେ ଯୁବକଙ୍କ ମୃତ୍ୟୁ ଘଟଣା: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ୧୦ ଲକ୍ଷ କ୍ଷତିପୂରଣ, ପରିବାରର ଜଣକୁ ନିଯୁକ୍ତି
  • ||
  • ଗୋ ଚାଲାଣରୁ ରକ୍ତପାତ ମାମଲା: ଜୀବନ ଯୁଦ୍ଧରେ ହାରିଗଲେ ସନ୍ତୋଷ, କଷଟି ଓ ତୁଳସୀପୁରରେ ପୁଲିସ ଛାଉଣି
  • ||
  • ଅଣସରରେ ଦାରୁବ୍ରହ୍ମ, ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟିଦିଅଁ
  • ||
  • ଫେରିଲା ମୌସୁମୀ, ତାତିରେ ଲାଗିଲା ବ୍ରେକ୍: ୧୭ ଯାଏ ବର୍ଷା ସମ୍ଭାବନା, ୨ରୁ ୪ ଡିଗ୍ରୀ ଖସିବ ପାରଦ
  • ||

ଏବେ ଆରେଞ୍ଜ ମ୍ୟାରେଜ୍‌ କରିବାକୁ ବି ଭୟ ଲାଗୁଛି…ରାଜା ରଘୁବଂଶୀ ହତ୍ୟାକାଣ୍ଡକୁ ନେଇ ଏଭଳି କହିଲେ ବାଗେଶ୍ବର ବାବା

Published By : Tapas Panda | June 11, 2025 7:07 PM

Image Courtesy: tv9hindi

ନୂଆଦିଲ୍ଲୀ: ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ମାମଲା ସମଗ୍ର ଦେଶକୁ ଦୋହଲାଇ ଦେଇଛି। କୋର୍ଟରେ ଅଭିଯୁକ୍ତ ପତ୍ନୀ ସୋନମ ରଘୁବଂଶୀଙ୍କ ହତ୍ୟାରେ ସାମିଲ ଥିବା ନେଇ ସ୍ବୀକାର କରିଛି । ଏହା ପରେ ପୁଣି ଥରେ ସମ୍ପର୍କରେ ଥିବା ବିଶ୍ବାସ ଏବଂ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ମାମଲାରେ ବାଗେଶ୍ବର ଧାମର ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ସେ ଏପରି ମାମଲାକୁ ନେଇ ଏକ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଛନ୍ତି ଏବଂ ପୁରୁଷମାନଙ୍କ ଚିନ୍ତାକୁ ଉଜାଗର କରିଛନ୍ତି । 

 ଭାଇରାଲ ଭିଡିଓରେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ କହୁଥିବାର ଶୁଣିବାକୁ ମିଳୁଛି ଯେ, ଆଜିକାଲି ଭାରତରେ ସ୍ତ୍ରୀମାନଙ୍କର ଏକ ବଡ଼ ଟ୍ରେଣ୍ଡ ଚାଲିଛି। ନୀଳ ଡ୍ରମ୍ ସହିତ ଭୟଙ୍କା ଦେବୀମାନେ ପ୍ରକଟ ହେଉଛନ୍ତି । ଆପଣ ଭାରତର ଖବର ଶୁଣି ନାହାଁନ୍ତି କି ? ଏଠାରେ ଧୀରେନ୍ଦ୍ର ଶାସ୍ତ୍ରୀ ସ୍ପଷ୍ଟ ଭାବରେ ମେରଠ ହତ୍ୟା ମାମଲାକୁ ଇଙ୍ଗିତ କରିଥିଲେ । ସେଠାରେ ମୁସ୍କାନ ରସ୍ତୋଗୀ ତାଙ୍କ ପ୍ରେମିକ ସାହିଲ ସହିତ ମିଶି ତାଙ୍କ ସ୍ବାମୀଙ୍କୁ ହତ୍ୟା କରିଥିଲେ ଏବଂ ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ନୀଳ ଡ୍ରମ୍‌ରେ ଲୁଚାଇ ଦେଇଥିଲେ । 

ଧୀରେନ୍ଦ୍ର ଶାସ୍ତ୍ରୀ ଏଥିକିରେ ଅଟକି ନାହାନ୍ତି । ସେ ଆହୁରି କହିଛନ୍ତି, ଆଉ ଏକ ନୂଆ ଖବର ଆସିଛି, ସୋନମ! କାହାଣୀଗୁଡ଼ିକ ଦେଖନ୍ତୁ! ଆମ ପରି ଅବିବାହିତ ପୁରୁଷମାନେ ଭୟଭୀତ ହେବା ଆରମ୍ଭ କରିଛନ୍ତି । ତାଙ୍କର ଏହି ବକ୍ତବ୍ୟରେ, ଦର୍ଶକମାନେ ଜୋରରେ ହସୁଥିବା ଦେଖିବାକୁ ମିଳିଛି । ଦର୍ଶକମାନେ ମଧ୍ୟ ଏହି ଭୟ ଏବଂ ବ୍ୟଙ୍ଗ ସହିତ ସହମତ ହୋଇଥିବା ପରି ମନେ ହେଉଛି । ସେ ଆହୁରିକହିଛନ୍ତି, ‘ପୂର୍ବରୁ ମୁଁ ଭାବୁଥିଲି ଯେ, ଆରେଞ୍ଜ ମ୍ୟାରେଜ୍‌ ଠିକ୍। ତା’ପରେ ମୁଁ ଭାବୁଥିଲି ଯେ, ପ୍ରେମ ବିବାହ ଠିକ୍। ଏବେ ଉଭୟ ବେକାର ଲାଗୁଛି। ଯେବେଠାରୁ ମୁଁ ଏହି ରାଜା ହତ୍ୟା ଘଟଣା ଶୁଣିଛି । ଏବେ ବିବାହ ହିଁ ବେକାର ଲାଗୁଛି ।’




 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.