ଭୁବନେଶ୍ବର,୧୦।୧୨ : ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ । ଜାନୁଆରୀରୁ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ । ଓପିଡି ସେବାରେ ସାମିଲ ହେବେନି ଡାକ୍ତର। ୧୮ ଦଫା ଦାବି ନେଇ ଡାକ୍ତର ଓହ୍ଲାଇବେ ଆନ୍ଦୋଳନକୁ। ଓମସା ରାଜ୍ୟ ସଭାପତି ଡାକ୍ତର କିଶୋର ଚନ୍ଦ୍ର ମିଶ୍ର ଏ ନେଇ ସୂଚନା ଦେଇଛନ୍ତି।