ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଯାତ୍ରୀଙ୍କ ପାଇଁ ଖୁସି ଖବର, ଟ୍ୱିନ୍‌ସିଟିରେ ଗଡ଼ିବ ଡବଲ ଡେକର୍ 'ମୋ ବସ'

Published By : Prameya | December 10, 2024 2:32 PM

ଭୁବନେଶ୍ୱର ୧୦/୧୨: ଯାତ୍ରୀଙ୍କ ପାଇଁ ଖୁସି ଖବର। ଟ୍ୱିନ୍‌ସିଟି ସମେତ ପୁରୀ ଏବଂ ଖୋର୍ଦ୍ଧାକୁ ଗଡ଼ିବ ଡବଲ ଡେକର୍ 'ମୋ ବସ'। ଏଥିପାଇଁ CRUT ପକ୍ଷରୁ ଟେଣ୍ଡ ଆହ୍ବାନ କରାଯଇଛି। ଘରୋଇ ସଂସ୍ଥା ଗୁଡ଼ିକ ଠାରୁ CRUT ଟେଣ୍ଡର୍ ଆହ୍ବାନ କରିଥିବା ଜଣାପଡିଛି । ଖୋର୍ଦ୍ଧା, ପୁରୀ, କଟକ ଜିଲ୍ଲାରେ ଡବଲ୍ ଡେକର୍ ବସ୍ ଚଳାଚଳ କରିବା। 

ତେବେ ପ୍ରଥମ ପର୍ଯ୍ୟାୟରେ ଆସିବ ୫ଟି ଡବଲ୍ ଡେକର୍ ମୋ ବସ୍‌  । ଡବଲ୍ ଡେକର୍ ଇ-ବସ୍ ପାଇଁ ଘରୋଇ ସଂସ୍ଥା ସହ ୧୦ ବର୍ଷିଆ ଚୁକ୍ତି କରାଯିବ । ସପ୍ଲାଏ, ଅପରେସନ୍, ମେଣ୍ଟେନାନ୍ସ ଓ କର୍ମଚାରୀ ସଂପୃକ୍ତ ଘରୋଇ ସଂସ୍ଥା ଯୋଗାଇବ । ଆବଶ୍ୟକ ପଡ଼ିଲେ ଚୁକ୍ତିକୁ ଆହୁରି ୨ ବର୍ଷ ବଢ଼ା ଯାଇପାରେ ବୋଲି CRUT ପକ୍ଷରୁ ଦର୍ଶାଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.