ପ୍ରମୂଖ ଖବର
  • କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭି.ଏସ୍. ଅଚ୍ୟୁତାନନ୍ଦନଙ୍କ ୧୦୧ ବର୍ଷରେ ପରଲୋକ
  • ||
  • ମୁମ୍ବାଇ ଏୟାରପୋର୍ଟରେ ଅଘଟଣ, ଅବତରଣ ବେଳେ ରନୱେରୁ ତଳକୁ ଖସିଗଲା ଏୟାର ଇଣ୍ଡିଆ ବିମାନ
  • ||
  • ଦୁଷ୍କର୍ମ ଅଭିଯୋଗରେ ଉଦିତ ପ୍ରଧାନ ଗିରଫ ଘଟଣା। ପୀଡ଼ିତାଙ୍କ ବୟାନ ରେକର୍ଡ
  • ||
  • ଢ଼ାକାରେ ଖସି ପଡ଼ିଲା ଏଫ୍‌-୭ ଟ୍ରେନିଂ ବିମାନ, ଦୁର୍ଘଟଣାରେ ଜଣେ ମୃତ, ଉଦ୍ଧାରକାର୍ଯ୍ୟ ଜାରି
  • ||
  • କଟକ : ପରିବାରର ୩ ଜଣଙ୍କୁ ହତ୍ୟା ମାମଲା; ପ୍ରମାଣ ଅଭାବରୁ ଫାଶୀ ଦଣ୍ଡାଦେଶ ରଦ୍ଦ,୨ ଆସାମୀ ନିର୍ଦ୍ଦୋଷରେ ଖଲାସ
  • ||
  • ବାଲେଶ୍ବର FM କଲେଜ ଛାତ୍ରୀ ଆତ୍ମାହୁତି ଘଟଣା,ଭାରପ୍ରାପ୍ତ ଅଧ୍ୟାପକ ଓ କିଛି କର୍ମଚାରୀଙ୍କୁ ପଚରାଉଚରା
  • ||
  • ଆରଏସପିରେ ଅଘଟଣ, ଶାବଳ ବାଜି ଠିକା ଶ୍ରମିକଙ୍କ ମୃତ୍ୟୁ
  • ||
  • ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍ ପ୍ରଧାନ ନିଲମ୍ବିତ, ଉଦିତ୍ ପ୍ରଧାନଙ୍କୁ ନିଲମ୍ବିତ କଲେ NSUI ସଭାପତି
  • ||
  • ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ ଏହି ଅଧିବେଶନ ବିଜୟର ଉତ୍ସବ
  • ||
  • ବାଲେଶ୍ୱର :ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ; ପ୍ରଧାନ ଶିକ୍ଷକ ଏବଂ ଗଣିତ ସାର୍ ଅଟକ
  • ||
  • ପୁରୀ : କୂଅରେ ପଡ଼ି ଚାଲିଗଲା ପାଳିଆ ସେବାୟତଙ୍କ ଜୀବନ, ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ଗୁଜରାଟରେ ଭୂକମ୍ପ ଝଟ୍‌କା, ଥରିଲା ଆଲାସ୍କା-ତାଜାକିସ୍ତାନ, ୬.୨ ତୀବ୍ରତା ରେକର୍ଡ
  • ||
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ, ସାଧାରଣ ଦର୍ଶନ ବନ୍ଦ
  • ||
  • ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ, ଇସ୍ରାଏଲ ସେନା ଚଲାଇଲା ଗୁଳି ୬୭ ପାଲେଷ୍ଟୀନିୟଙ୍କ ମୃତ୍ୟୁ
  • ||
  • କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ
  • ||
  • ମୌସୁମୀ ଅଧିବେଶନ ୨୦୨୫: ଆଜିଠୁ ୩ଟି ପ୍ରମୁଖ ପ୍ରସଙ୍ଗ ନେଇ କମ୍ପିବ ଗୃହ, ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ:୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ, ଆଜିଠୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||
  • ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଇପିଏଫ୍ଓରେ ଆସିଲା ନୂଆ ନିୟମ, ଆକାଉଣ୍ଟ ଥିଲେ ପରିବାରକୁ ମିଳିବ ୫୦ ହଜାର ଟଙ୍କା

Published By : Ankita S | July 21, 2025 1:53 PM

ନୂଆଦିଲ୍ଲୀ,୨୧/୦୭: ଇପିଏଫ୍ ଆକାଉଣ୍ଟଧାରୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ଇପିଏଫଓ ନିୟମରେ ଏକ ବଡ଼ ପରିବର୍ତ୍ତନ ହୋଇଛି । ଇପିଏଫ୍ ଆକାଉଣ୍ଟ ଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେଲେ ପରିବାରକୁ ୫୦ ହଜାର ଟଙ୍କା ମିଳିବ । ଇପିଏଫଓର ଏମ୍ପ୍ଲୋଇସ୍ ଡିପୋଜିଟ୍ ଲିଙ୍କଡ୍ ଇନ୍ସୁରାନ୍ସ୍ ଯୋଜନାର ନିୟମରେ ବଡ଼ ପରିବର୍ତ୍ତନ କରିଛି ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ । ଯଦି ଜଣେ କର୍ମଚାରୀଙ୍କ ପିଏଫ୍ ବାଲାନ୍ସ ୫୦,୦୦୦ ରୁ କମ୍ ଥାଏ, ତେବେ ତାଙ୍କ ମୃତ୍ୟୁ ପରେ କର୍ମଚାରୀଙ୍କ ପରିବାରକୁ ଅତି କମରେ ୫୦,୦୦୦ ର ବୀମା ଲାଭ ମିଳିବ।

ଇପିଏଫଓ ନିୟମ ଆନୁସାରେ, ପୂର୍ବରୁ ଏହି ଲାଭ ପାଇବା ପାଇଁ କର୍ମଚାରୀଙ୍କ ଆକାଉଣ୍ଟରେ ନିର୍ଦ୍ଧିଷ୍ଟ ବାଲାନ୍ସ ରହିବା ଆବଶ୍ୟକ ଥିଲା, କିନ୍ତୁ ବର୍ତ୍ତମାନ ଏହି ସର୍ତ୍ତକୁ ହଟାଇ ଦିଆଯାଇଛି । ଏହା କର୍ମଚାରୀମାନଙ୍କୁ ଲାଭ ଦେବ ଯେଉଁମାନେ କମ୍ ଦରମା କ୍ଷେତ୍ରରେ କାମ କରୁଛନ୍ତି । କେବଳ ଏତିକି ନୁହେଁ, ଚାକିରି ସମୟରେ ଶେଷ ପିଏଫ ଅବଦାନର ୬ ମାସ ମଧ୍ୟରେ ଯଦି ଜଣେ କର୍ମଚାରୀଙ୍କ ମୃତ୍ୟୁ ହୁଏ ତେବେ ଏହି ଯୋଜନା ଅନୁଯାୟୀ ପରିବାରକୁ ମଧ୍ୟ ବୀମା ରାଶି ଦିଆଯିବ। 

ଏହା ବ୍ୟତୀତ, ଏବେ ୧୨ ମାସର ନିରନ୍ତର ସେବା ଗଣନା କରିବା ସମୟରେ, ଯଦି ଜଣେ କର୍ମଚାରୀଙ୍କ ଦୁଇଟି ଚାକିରି ମଧ୍ୟରେ ୬୦ ଦିନ ବ୍ୟବଧାନ ଥାଏ, ତେବେ ଏହାକୁ ଆଉ ବିରତି ଭାବରେ ବିବେଚନା କରାଯିବ ନାହିଁ। ବୀମାର ସମ୍ପୂର୍ଣ୍ଣ ଲାଭ ମିଳିବ । ଏହି ପରିବର୍ତ୍ତନ ଦ୍ୱାରା ସରକାର କର୍ମଚାରୀମାନଙ୍କୁ କେବଳ ସଞ୍ଚୟ କରିବାର ସୁଯୋଗ ଦେବା ପାଇଁ ନୁହେଁ, ବରଂ ଅସୁବିଧା ସମୟରେ ସେମାନଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଚେଷ୍ଟା କରୁଛନ୍ତି । ଏହା କର୍ମଚାରୀମାନଙ୍କୁ ମାନସିକ ଶାନ୍ତି ଏବଂ ସେମାନଙ୍କ ପରିବାରକୁ ସୁରକ୍ଷା ପ୍ରଦାନ କରିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.