ଭୁବନେଶ୍ବର, ୧୩/୮ :  ଛୁଟି ଦିନ ଓ ରବିବାର ହେବ ଚାଷୀ ପଞ୍ଜିକରଣ । ସକାଳ ୮ରୁ ରାତି ୮ ଯାଏଁ ହେବ ପଞ୍ଜିକରଣ । ଅଗଷ୍ଟ ୨୦ତାରିଖରେ ପଞ୍ଜିକରଣ ଶେଷ ହେଉଥିବାବେଳେ ଏପରି ନିଷ୍ପତ୍ତି ନେଇଛି ସମବାୟ ବିଭାଗ । ଏବେ ମଧ୍ୟ ଅନେକ ଚାଷୀ କରି ନାହାନ୍ତି ପଞ୍ଜିକରଣ ।