ଭୁବନେଶ୍ବର, ୨୩।୨ : ସୁପରମାର୍ଟରେ ନିଆଁ। ଧଉଳି ଲିଙ୍ଗିପୁରର ନୂଆଗାଁ ନିକଟ ସୁପରମାର୍ଟରେ ଅଗ୍ନିକାଣ୍ଡ। ସୁପରମାର୍ଟର ୨ ମହଲା କୋଠାରେ ଲାଗିଛି ନିଆଁ । ନିଆଁ ଲିଭାଇବା ପାଇଁ ୨ଟି ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି। ନିଆଁ ଲାଗିବାର କାରଣ ଜଣାପଡି ନାହିଁ।