ପ୍ରମୂଖ ଖବର
  • ପୁରୀରେ ଗଡ଼ିଲା ମୁଣ୍ଡ: ମଶାଣି ଚଣ୍ଡୀ କମିଟି ସମ୍ପାଦକଙ୍କୁ ବିଭତ୍ସ ହତ୍ୟା, କ୍ରାଇମ୍ ସ୍ପଟ୍‌ରୁ ୩ ଚାପଡ଼ ଜବତ
  • ||

IPL-2025: ଶେଷ ବଲ୍‌ରେ ମ୍ୟାଚ୍ ଜିତିଲା ଗୁଜରାଟ; ଡିଏଲ୍ଏସ୍ ମାଧ୍ୟମରେ ମୁମ୍ବାଇକୁ ତିନି ୱିକେଟରେ ପରାସ୍ତ କଲା

Published By : Bijay Swain | May 7, 2025 12:53 AM

ନୂଆଦିଲ୍ଲୀ: ଡିଏଲଏସ୍ ଆଧାରରେ ଗୁଜରାଟ ଟାଇଟାନ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ତିନି ୱିକେଟରେ ପରାସ୍ତ କରିଛି। ବର୍ଷା ପ୍ରଭାବିତ ମ୍ୟାଚ୍‌ରେ, ଗୁଜରାଟକୁ ୧୯ ଓଭରରେ ୧୪୭ ରନ୍‌ର ଟାର୍ଗେଟ ଦିଆଯାଇଥିଲା। ଯାହାକୁ ଦଳ ହାସଲ କରିନେଇଥିଲା। ପୂର୍ବରୁ ମୁମ୍ବାଇ ୨୦ ଓଭରରେ ୮ ୱିକେଟ୍ ହରାଇ ୧୫୫ ରନ୍ ସଂଗ୍ରହ କରିଥିଲା। ମୁମ୍ୱାଇ ପାଇଁ ୱିଲ୍ ଜ୍ୟାକ୍ସ ସର୍ବାଧିକ ୫୩ ରନ୍ ର ଇନିଂସ ଖେଳିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.