କୋରାପୁଟ,୨୨।୬ : ଜଗଦଲପୁର -ଭୁବନେଶ୍ଵର  ହୀରାଖଣ୍ଡ ଏକ୍ସପ୍ରେସ ବଗି ଛିଣ୍ଡି ହେଲା ଦୁଇଖଣ୍ଡ  । ଜଗଦଲପୁର-କୋଟପାଡ ମଝିରେ ଘଟଣା ଘଟି ଅଟକିଛି ହୀରାଖଣ୍ଡ  । ଖବର ପାଇ  କୋରାପୁଟ ରେଲୱେ ରେସକ୍ୟୁ ଟିମ୍ ଘଟଣାସ୍ଥଳରେ  ପହଞ୍ଚିଛନ୍ତି। ବଗି  ମରାମତି ପରେ ଗଡିବ ହୀରାଖଣ୍ଡ ଏକ୍ସପ୍ରେସ । ତେବେ ହୀରାଖଣ୍ଡ ଅଟକି ରହିଥିବାରୁ କୋରାପୁଟ, ଜୟପୁର ସହ ବିଭିନ୍ନ ଷ୍ଟେସନରେ ଯାତ୍ରୀ ଅପେକ୍ଷାରେ ଅଛନ୍ତି ।