ପ୍ରମୂଖ ଖବର
  • ସିବିଏସ୍‌ଇର ନୂଆ ନିୟମ; ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ନବମ ଶ୍ରେଣୀରେ ଲାଗୁ ହେବ
  • ||
  • ଭୁବନେଶ୍ୱର : ଦୟା ୱେଷ୍ଟ କୋନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ସଂସଦରେ ଉପସ୍ଥାପନ ହେବ ସଂଶୋଧିତ ଆୟକର ବିଲ୍, ଆଜି ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ସୋମବାରଠୁ ଭାରତ-ପାକିସ୍ତାନ ସମରାଭ୍ୟାସ, ପହଲଗାମ ହମଲା ଓ ଅପରେସନ ସିନ୍ଦୂର ପରେ ଉଭୟ ଦେଶ ଦେଖାଇବେ ଦମ୍
  • ||
  • ସିବିଏସ୍‌ଇର ନୂଆ ନିୟମ, ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ୨୦୨୬-୨୭ ଶିକ୍ଷାବର୍ଷରୁ ହେବ କାର୍ଯ୍ୟକାରୀ
  • ||
  • ମୋହନା ଥାନା କୁଙ୍କୁଣୀ ଗାଁରେ ଚାଞ୍ଚଲ୍ୟ, ସ୍ତ୍ରୀକୁ କାତିରେ ହାଣି ମାରିଲା ସ୍ୱାମୀ, ଅଭିଯୁକ୍ତ ଥାନାରେ ଅଟକ
  • ||
  • ଆମେରିକା ଉପରେ ପାଲଟା ଟାରିଫ ଲଗାଇପାରେ ଭାରତ, କିଛି ସାମଗ୍ରୀ ଉପରେ ଲାଗୁ ହୋଇପାରେ ୫୦% ଶୁଳ୍କ
  • ||
  • ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ୧୨ ଘଣ୍ଟିଆ ହରତାଳ
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍‌, ଆଜିଠୁ ୨ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ
  • ||
  • ଆଜି ଆରବସାଗରରେ ଭାରତ-ପାକିସ୍ତାନର ସମରାଭ୍ୟାସ, ଦୁଇ ଦେଶର ନୌସେନା ଦେଖାଇବେ ଶକ୍ତି
  • ||
  • ୧୩ରେ ଲଘୁଚାପ, କାଲିଠୁ ବଡ଼ ବର୍ଷା: ତିନି ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ ଜାରି
  • ||

ଆତ୍ମହତ୍ୟା ରୋକିବା ପାଇଁ ଆଇଆଇଟି ଖଡ଼ଗପୁର ନେଲା ପଦକ୍ଷେପ ; ହଟାଇଲା ସିଲିଂ ଫ୍ୟାନ୍, ଯୋଡ଼ିଛି ‘କ୍ୟାମ୍ପସ୍ ମଦର୍ସ’

Published By : Gurupada Nath | July 31, 2025 11:29 PM

ନୂଆଦିଲ୍ଲୀ,୩୧/୭ :  ଛାତ୍ର ଆତ୍ମହତ୍ୟା ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ଆଇଆଇଟି ଖଡ଼ଗପୁର ଏକ ନିର୍ଣ୍ଣାୟକ ପଦକ୍ଷେପ ନେଉଛି । ହଷ୍ଟେଲ କୋଠରୀରେ ସିଲିଂ ଫ୍ୟାନଗୁଡ଼ିକୁ କମାଇ ଦିଆଯାଇଛି । ଆତ୍ମହତ୍ୟା ଘଟଣାକୁ ଏଡ଼ାଇବାକୁ ଏହି ପଦକ୍ଷେପ ନିଆଯାଇଛି । ଫଳରେ ଛାତ୍ରମାନଙ୍କ ମାନସିକସ୍ତରରେ ସୁରକ୍ଷା ପ୍ରଦାନ କରିବ ।

ଏହା ମାନସିକ ସ୍ତରରେ ସମାଧାନ ନୁହେଁ, ମାତ୍ର ସଙ୍କଟ ମୁହୂର୍ତ୍ତରେ ଉପକରଣର ଅନୁପସ୍ଥିତି ଜୀବନର ଉପସ୍ଥିତିକୁ ବୁଝାଇପାରେ । ନିର୍ଦେଶକ ସୁମନ ଚକ୍ରବର୍ତ୍ତୀ ପିଟିଆଇକୁ ଏହି ସୂଚନା ଦେଇଛନ୍ତି ।

ଏହି ପ୍ରତିଷ୍ଠାନରେ ୨୦୨୪ରେ ୪ଟି ଛାତ୍ର ଆତ୍ମହତ୍ୟା କରିଛନ୍ତି । ସଦ୍ୟତମ ଘଟଣା ହେଉଛି ଚତୁର୍ଥ ବର୍ଷର ମେକାନିକାଲ୍ ଇଞ୍ଜିନିୟରିଂ ଛାତ୍ର ୨୧ବର୍ଷୀୟ ରିତାମ ମଣ୍ଡଳ ଛୁଟିରୁ ଫେରିବାର କିଛି ଦିନ ପରେ ଜୁଲାଇ ୧୮ରେ ତାଙ୍କ ହଷ୍ଟେଲ ରୁମରେ ମୃତଦେହ ପାଇଥିଲେ । ଫଳରେ ଆଇଆଇଟି ଖଡ଼ଗପୁର ଏକ ୧୦ଜଣିଆ ସଦସ୍ୟ ବିଶିଷ୍ଟ ତଦନ୍ତକାରୀ ଟିମ୍ ଗଠନ କରିଛି ଏବଂ ଅନେକ ପଦକ୍ଷେପ ହାତକୁ ନେଇଛି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.