ନାମିବିୟାକୁ ୯୩ ରନରେ ହରାଇଲା ଭାରତ, ପାଣ୍ଡ୍ୟା ମ୍ୟାନ୍ ଅଫ୍ ଦ ମ୍ୟାଚ୍
ନାମିବିୟା ବିପକ୍ଷ ମ୍ୟାଚରେ ଭାରତର ବଡ଼ ବିଜୟ । ୯୩ ରନରେ ହରାଇଲା ଟିମ ଇଣ୍ଡିଆ । ଟି-୨୦ ବିଶ୍ବକପ ୨୦୨୬ରେ ଭାରତର ଦ୍ବିତୀୟ ବିଜୟ । ଆଗାମୀ ମ୍ୟାଚରେ ପାକିସ୍ତାନକୁ ଭେଟିବ ଭାରତ । ବିଜୟ ଅଭିଯାନ ଜାରି ରଖିଥିବାବେଳେ ଭାରତ ପୁଣି ଜିତିବ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ ।
Published By :
Gunanidhi
- Prameya Bureau |
February 12, 2026 10:53 PM
ନୂଆଦିଲ୍ଲୀ, ୧୨/୨ : ନାମିବିୟା ବିପକ୍ଷ ମ୍ୟାଚରେ ଭାରତର ବଡ଼ ବିଜୟ । ୯୩ ରନରେ ହରାଇଲା ଟିମ ଇଣ୍ଡିଆ । ଟି-୨୦ ବିଶ୍ବକପ ୨୦୨୬ରେ ଭାରତର ଦ୍ବିତୀୟ ବିଜୟ । ଆଗାମୀ ମ୍ୟାଚରେ ପାକିସ୍ତାନକୁ ଭେଟିବ ଭାରତ । ବିଜୟ ଅଭିଯାନ ଜାରି ରଖିଥିବାବେଳେ ଭାରତ ପୁଣି ଜିତିବ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ । ହାର୍ଦ୍ଧିକ ପାଣ୍ଡ୍ୟା ୨୮ ବଲରୁ ୫୨ ରନ କରିବା ସହ ୨ ଓ୍ବିକେଟ୍ ଅକ୍ତିଆର କରିଥିବାବେଳେ ମ୍ୟାନ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି ।
