ଅହମ୍ମଦାବାଦ, ୨୨/୨ : ଟି-୨୦ ବିଶ୍ବକପ ସୁପର-୮ ମୁକାବିଲା । ଭାରତ-ଦକ୍ଷିଣଆଫ୍ରିକା ମଧ୍ୟରେ ହେବ କଡା ଟକ୍କର । ଟସ୍ ଜିତିଲା ଦକ୍ଷିଣଆଫ୍ରିକା । ବ୍ୟାଟିଂ ନିଷ୍ପତ୍ତି ନେଲା ଦକ୍ଷିଣଆଫ୍ରିକା । ପ୍ରଥମେ ବୋଲିଂ କରିବ ଟିମ୍ ଇଣ୍ଡିଆ । ଭାରତ ଏବେ ଦମଦାର ଫର୍ମରେ ରହିଛି । ଭାରତର ବ୍ୟାଟିଂ ସହ ବୋଲିଂ ମଧ୍ୟ ଭଲ ରହିଛି । ଦଳ କଡ଼ା ଟକ୍କର ଦେବା ପାଇଁ ପ୍ରସ୍ତୁତ । ଲିଗ୍ ପର୍ଯ୍ୟାୟରେ ଟି୍ ଇଣ୍ଡିଆ ସମସ୍ତ ମ୍ୟାଚ ବିଜୟୀ ହୋଇଥିବାବେଳେ ବଜି ମଧ୍ୟ ବିଜୟ ଧାରା ଜାରି ରଖିବ ବୋଲି ଆଶା ରଖାଯାଉଛି । ସେପଟେ ଦକ୍ଷିଣଆଫ୍ରିକା ମଧ୍ୟ ଭଲ ଫର୍ମରେ ରହିଥିବାବେଳେ ଆଜିର ମ୍ୟାଚରେ କଡ଼ା ଟକ୍କର ହେବ ବୋଲିସ ଫ୍ୟାନ୍ସମାନେ ଆଶା ରଖିଛନ୍ତି ।
ଏହାସହ ପଢ଼ନ୍ତୁ : ଏହି ମାମଲାରେ ପାକିସ୍ତାନଠାରୁ ପଛରେ ପଡ଼ିଲା ଭାରତ