ପ୍ରମୂଖ ଖବର
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ବିଜେପିରେ ସାମିଲ ହେଲେ ଖୋର୍ଦ୍ଧା ବିଧାୟକ ଜ୍ୟୋତିନ୍ଦ୍ର ନାଥ ମିତ୍ର

ଖୋର୍ଦ୍ଧା,୨୩।୫ : ନିର୍ବାଚନର ୨ ଦିନ ଆଗରୁ ବିଜେଡିକୁ ଝଟକା।   ବିଜେଡି ଛାଡି  ଖୋର୍ଦ୍ଧା ବିଧାୟକ ଜ୍ୟୋତିନ୍ଦ୍ର ନାଥ ମିତ୍ର ବିଜେପିରେ ସାମିଲ ହୋଇଛନ୍ତି । ବିଜେପିର ନିର୍ବାଚନ ପ୍ରଚାର ବେଳେ ସାଂସଦ ଅପରାଜିତାଙ୍କ ଉପସ୍ଥିତରେ ବିଜେପିରେ ସାମିଲ ହେଲେ ଜ୍ୟୋତିନ୍ଦ୍ର ନାଥ ମିତ୍ର।  ବିଜେପିର ପ୍ରଚାର ଶୋଭାଯାତ୍ରାରେ ବିଜେପି ପାଇଁ ଭୋଟ ମାଗିଲେ ଖୋର୍ଦ୍ଧା ବିଧାୟକ। ଏହି ସାମିଲ ବେଳେ ଖୋର୍ଦ୍ଧା ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ଉପସ୍ଥିତ ଅଛନ୍ତି।

ସୂଚନାଯୋଗ୍ୟ ଯେ ଖୋର୍ଦ୍ଧା ବିଧାୟକ ଜ୍ୟୋତିନ୍ଦ୍ର ନାଥ ମିତ୍ରଙ୍କୁ ବିଜେଡି ଖୋର୍ଦ୍ଧାରୁ ଟିକେଟ ନ ଦେଇ ବିଧାୟକ ରାଜେନ୍ଦ୍ର  ସାହୁଙ୍କୁ ପ୍ରାର୍ଥୀ କରିଥିଲା। ଏହାକୁ ନେଇ ଜ୍ୟୋତିନ୍ଦ୍ର ନାଥ ଅସନ୍ତୁଷ୍ଟ ଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.