ପ୍ରମୂଖ ଖବର
  • ପହଲଗାମ ଆକ୍ରମଣରେ ଟିଆରଏଫର ସଂପୃକ୍ତି ନେଇ ପ୍ରମାଣ ମାଗିଲା ପାକିସ୍ତାନ
  • ||
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ରୁମର ବୟଫ୍ରେଣ୍ଡଙ୍କ ଫଟୋ ସେୟାର କରି ଜନ୍ମଦିନର ଜଣାଇଲେ ଶୁଭେଚ୍ଛା, ଫ୍ୟାନ୍ସ କହିଲେ ଏମିତି...

Published By : Anindita Ratha | November 20, 2024 3:21 PM

ମୁମ୍ବାଇ,୨୦/୧୧: ବଲିଉଡର ଜଣାଶୁଣା ଅଭିନେତ୍ରୀ କ୍ରିତିସାନନ ସବୁବେଳେ  ନିଜର ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି । ତେବେ ନିକଟରେ କବୀର ବାହିଆ ସହିତ ତାଙ୍କ ସମ୍ପର୍କକୁ ନେଇ କଳ୍ପନା ଜଳ୍ପନା ଚାଲିଥିବାବେଳେ ସେମାନଙ୍କ ସିକ୍ରେଟ୍ ହଲିଡେର ଫଟୋ ଲିକ୍ ହୋଇଥିଲା । ଏହାରି ମଧ୍ୟରେ ଅଭିନେତ୍ରୀ ନିଜେ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଏପରି ଏକ ପୋଷ୍ଟ ସେୟାର କରିଛନ୍ତି। ଯାହାକୁ ଦେଖି ପ୍ରଶଂସକମାନେ ସେମାନଙ୍କ ସମ୍ପର୍କ ବିଷୟରେ ସ୍ପଷ୍ଟ ହୋଇଛନ୍ତି।  

ତେବେ ବୟପଫ୍ରେଣ୍ଡ କବୀର ବାହିଆଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ତାଙ୍କ ସହ କ୍ରିତି ଏକ ଫଟୋ ସେୟାର କରିଥିଲେ। ଏଥିସହ କ୍ରିତି ସାନନ୍ ମଧ୍ୟ କବୀରଙ୍କ ପାଇଁ ଏକ ସ୍ୱତନ୍ତ୍ର ବାର୍ତ୍ତା ଲେଖିଛନ୍ତି। ବୋଧ ହୁଏ ଅଭିନେତ୍ରୀ ଦୁନିଆ ଆଗରେ ନିଜ ସମ୍ପର୍କକୁ ନିଶ୍ଚିତ କରିବାକୁ ଚାହୁଁଛନ୍ତି ।  କ୍ରିତି ସାନନଙ୍କ ଲାଟେଷ୍ଟ ପୋଷ୍ଟ ବର୍ତ୍ତମାନ ବେଶ୍ ଭାଇରାଲ ହେଉଛି । କ୍ରିତି ପୋଷ୍ଟ କରିଥିବା  ଫଟୋରେ, ଦୁହେଁ ଏକାଠି ଅତି ନିକଟତର ହୋଇଥିବାର ଦେଖାଯିବା ସହ ବହୁତ ଖୁସି ଦେଖାଯାଉଛନ୍ତି ।  ଏହା ସହ ସ୍ୱତନ୍ତ୍ର କ୍ୟାପସନ୍ ମଧ୍ୟ ଲେଖିଛନ୍ତି  ଯେ, 'ଜନ୍ମଦିନର ଶୁଭେଚ୍ଛା କେ! ତୁମର ନିରୀହ ହସ ସର୍ବଦା ଏମିତି ରହୁ! '  ଏବେ ସମସ୍ତେ ତାଙ୍କ ସମ୍ପର୍କ ବିଷୟରେ ବିଭିନ୍ନ କଳ୍ପନା ଜଳ୍ପନା କରୁଛନ୍ତି । ତେବେ କ୍ରିତି ବର୍ତ୍ତମାନ କବୀର ବାହିଆଙ୍କ ସହ ଖୋଲାଖୋଲି ଭାବରେ ଫଟୋ ସେୟାର କରିଛନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.