କଟକ, ୫।୭ : କଟକ କ୍ୟାଣ୍ଟନମେଣ୍ଟ ରୋଡ ସ୍ଥିତ ମାଲାବାର ଜୁଏଲାରୀ ସୋ-ରୁମରେ ଶନିବାର ଠାରୁ ନୂଆ ମାଇନ୍ ଡାଇମଣ୍ଡ ଅଳଙ୍କାର କଲେକ୍ସନର ଲଞ୍ଚିଂ ହୋଇଛି। ଏଥିରେ ପାରମ୍ପରିକ ସୁନ୍ଦର ସୁନ୍ଦର ଡାଇମଣ୍ଡ ଅଳଙ୍କାର କଲେକ୍ସନ ସୁଲଭ ମୂଲ୍ଯରେ ଉପଲବ୍ଧ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି।
ଅନ୍ଯ ପକ୍ଷରେ ଶନିବାରଠାରୁ ରୂପା ଗହଣା ଓ ତାରକସୀ କାମର ଏକ ଫେଷ୍ଟିଭାଲର ମଧ୍ୟ କଟକ କ୍ୟାଣ୍ଟନମେଣ୍ଟ ରୋଡରେ ଥିବା ମାଲାବାର ଅଳଙ୍କାର ସୋରୁମରେ ଶୁଭାରମ୍ଭ କରାଯାଇଛି। ନଅ ଦିନ ଧରି ଏହି ସିଲଭର ଫେଷ୍ଟିଭାଲ ଚାଲିବ। ଡାଇମଣ୍ଡ, ଗୋଲଡ୍ ଓ ସିଲଭର ଉପରେ ଏହି ସମୟରେ ଗଢା ମଜୁରୀ ଉପରେ ରେ ବିଶେଷ ରିହାତି ରଖାଯାଇଥିଵା ମାଲାଵାର ପକ୍ଷରୁ କୁହାଯାଇଛି।