ଭୁବନେଶ୍ୱର (ପ୍ରମେୟ ଡିଜିଟାଲ): ଆପଣଙ୍କ ଜନ୍ମ ଜାତକ କହିବ ଆଗକୁ ଆପଣଙ୍କ ସ୍ୱାସ୍ଥ୍ୟଚକ୍ର କ’ଣ ଅଛି । ବାସ୍ତୁ ଏବଂ ମେଡିକାଲ ଆଷ୍ଟ୍ରୋଲୋଜି ମାଧ୍ୟମରେ ଆପଣଙ୍କ ସ୍ୱାସ୍ଥ୍ୟ, ମାନସିକ ସ୍ଥିତି ସଂପର୍କରେ ଆଲୋଚନା କରିବେ ଜ୍ୟୋତିର୍ବିଦ୍ ଡ. ବିନୋଦ କୁମାର ନନ୍ଦି । ଜନ୍ମ ତାରିଖ, ଜନ୍ମ ସମୟ, ଜନ୍ମ ସ୍ଥାନ ସହ ବ୍ଲଡ ଗ୍ରୁପକୁ ଅନୁଧ୍ୟାନ କରି ଡ.ନନ୍ଦି ଆପଣଙ୍କ ସ୍ୱାସ୍ଥ୍ୟ ସଂପର୍କରେ ବହୁ ସୂଚନା ଦେବେ । ଏପରିକି ଅଶୁଭ ଫଳ ଥିଲେ କ’ଣ କରିବାକୁ ହେବ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ତା’ର ବାଟ ମଧ୍ୟ ବତାଇବେ ।
ଶୁକ୍ରବାର (୩୦ ଜାନୁଆରୀ) ଅପରାହ୍ନ ୫.୩୦ରେ ଏହି ଲାଇଭ୍ ସୋ ଦେଖିପାରିବେ । ବାସ୍ତୁ, ସ୍ୱାସ୍ଥ୍ୟର ସମୀକ୍ଷା ସହ ଉପଚାର ସୂତ୍ର ମଧ୍ୟ ଜାଣିପାରିବେ । ଆମକୁ ୫.୩୦ରୁ ଫୋନ୍ କରି ଲାଇଭ୍ରେ ପ୍ରଶ୍ନ ପଚାରି ପାରିବେ । ଆମ ଟେଲିଫୋନ ନମ୍ବର ହେଉଛି-୦୬୭୪-୬୬୧୩୩୩୧, ୦୬୭୪-୬୬୧୩୩୩୨ ।