ପ୍ରମୂଖ ଖବର
  • ବହୁଚର୍ଚ୍ଚିତ କୋଲକାତା ଆର୍. ଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କୁ ନ୍ୟାୟ, ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ଦୋଷୀ ସାବ୍ୟସ୍ତ
  • ||
  • ଫିରିଙ୍ଗିଆ : ବାଇକ୍‌ ଦୁର୍ଘଟଣାରେ ଶିକ୍ଷକ ମୃତ, ଦୁଇ ଗୁରୁତର
  • ||
  • କୋଣାର୍କ ସୂର୍ଯ୍ୟମନ୍ଦିରରେ ସିଙ୍ଗାପୁର ରାଷ୍ଟ୍ରପତି, ୪ ଘଣ୍ଟା ପାଇଁ ପର୍ଯ୍ୟଟକଙ୍କ କଟକଣା ଲାଗୁ
  • ||
  • ମାଲକାନଗିରି : କୁମ୍ବିଂ ଅପରେସନ୍‌ ବେଳେ ମାଓବାଦୀଙ୍କ ସୁଡଙ୍ଗ ଠାବ, ଶତାଧିକ ବନ୍ଧୁକ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ
  • ||
  • ମାଲକାନଗିରି : ରୋଗୀ ନେଇ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ: ବାପ ଝିଅ ମୃତ, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ଦ୍ୱିତୀୟ ଦିନରେ ନବ ଦାସ ଭାଇଙ୍କ ଘରେ ଆଇଟି ରେଡ୍‌, ଲିଙ୍କ୍‌ରେ ଥିବା କଣ୍ଟ୍ରାକ୍ଟର, ବିଲ୍‌ଡରଙ୍କ ଘରେ ଚାଲିଛି ଚଢ଼ାଉ
  • ||
  • ପାରାଦୀପ : ହାଇୱା ଧକ୍କାରେ ଚାଲିଗଲା ଶ୍ରମିକଙ୍କ ଜୀବନ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡ଼ିରେ ତୁଷାରପାତ, ଜନଜୀବନ ଅସ୍ତବ୍ୟସ୍ତ
  • ||
  • ସାରା ଓଡ଼ିଶାରେ ଚାଲିଛି ପକ୍ଷୀ ଗଣନା, ଗଣନାକାରୀ ଟିମ୍‌ ସହ ବିଶେଷଜ୍ଞ ଓ ଗାଇଡ୍‌ ନିୟୋଜିତ
  • ||
  • ରାଜ୍ୟରେ ଆସନ୍ତା ୪ରୁ ୫ ଦିନ ରହିବ ଶୀତର ପ୍ରକୋପ, ୩ ଦିନ ଯାଏ ୯ ଜିଲ୍ଲାକୁ କୁହୁଡ଼ି ଆଲର୍ଟ
  • ||

କାନରେ ଥିବା ମଇଳାକୁ ସଫା ନକରିବାର ରହିଛି ଏହି ୩ଟି କାରଣ , ଆପଣ ବି ଜାଣି ରଖନ୍ତୁ

Published By : Prameya | December 8, 2024 5:09 PM

ନୂଆଦିଲ୍ଲୀ : କାନର ମଇଳାକୁ ସଫା କରିବା ନା ନାହିଁ ଏହାକୁ ନେଇ ଅନେକ ସମୟରେ ନାନା ଯୁକ୍ତି ହୋଇ ଥାଏ। କାନରେ ଜମି ରହି ଥିବା ମଇଳା ସମସ୍ୟାର କାରଣ ହୋଇ ପାରେ , ଏହି କାରଣଟି ଲୋକେ ଏହାକୁ କୌଣସି ପ୍ରକାରରେ ସଫା କରିବା ପସନ୍ଦ କରିଥାନ୍ତି। କିନ୍ତୁ ଆପଣ କଣ ଜାଣନ୍ତି ଯେ କାନରେ ଜମା ରହିଥିବା ମଇଳା କାନର ସୁରକ୍ଷା ପାଇଁ ବହୁତ ଜରୁରୀ ହୋଇଥାଏ। ଯଦି ଆପଣ ମଧ୍ୟ କାନର ମଇଳାକୁ ସଫା କରୁଥାନ୍ତି ତ ଆପଣଙ୍କୁ ଏହାକୁ ସଫା ନକରିବାର କାରଣ ବିଷୟରେ ବି ଜାଣିବା ଉଚିତ୍।

୧- କାନ ସଫା କରିବା ଜରୁରି ନୁହେଁ –

କାନ ଆପଣା ଛାଏଁ ସଫା ହୋଇଯାଏ । ଏହାକୁ ସଫା କରିବା ପାଇଁ କୌଣସି ନିୟମିତ ଯତ୍ନ ନେବାର ଆବଶ୍ୟକତା ନାହିଁ। ଯଦି ଆପଣ ଇୟରୱାକ୍ସକୁ ହଟାଇବା ବା ଏହାକୁ ଜମା ହେବାରେ କାନରେ ସ୍ୱାବ୍‌ ପକାଉଛନ୍ତି ତ ଏଥିରୁ ନିବୃତ୍ତ ରୁହନ୍ତୁ। ଇୟରୱାକ୍ସ କାନ ଭିତରୁ ଆସିଥାଏ ଏବଂ ନାଚୁରାଲ ଭାବେ ବାହାର ଆଡ଼କୁ ଚାଲି ଯାଏ। କିଛି ଲୋକଙ୍କ କାନରେ ମଇଳା ଅଧିକ ରହିଯାଇ ଥାଏ। ସେଠାରେ ଅନ୍ୟ ମାନଙ୍କ ପାଇଁ ଏହି ସାମାନ୍ୟ ଠାରୁ ଅଧିକ ଦୃଢ ଓ ଡ୍ରାଇ ହୋଇ ଯାଇ ଥାଏ। 

୨- ମଇଳା ସଫା କରିବା ହୋଇପାରେ ବିପଜ୍ଜନକ -

କାନରେ ମୋଟା ସୂତା ପୂରାଇବା କାନର ପରଦାକୁ କ୍ଷତି କରିପାରେ। କାନର ମଇଳା ଭିତରକୁ ଅଧିକ ଚାଲିଗଲେ ଏହାକୁ ବାହାର କରିବା ମୁସ୍କିଲ ହୋଇଯାଏ । ଏଥିରେ କାନରେ ଚାପ ଅନୁଭବ ହୋଇ ପାରେ ଏବଂ ଶୁଣିବାର କ୍ଷମତା କମ୍‌ ହୋଇପାରେ। ସେପଟେ କାନର ମଇଳା ଯଦି କାନର ପରଦା ପାଖକୁ ଚାଲିଯାଏ ତ ଏହା ସଂକ୍ରମଣ ହୋଇପାରେ। 

୩- କାନର ରକ୍ଷା ହୋଇପାରେ –

କାନର ମଇଳା ପ୍ରୋଟେକ୍ସନ ପରି କାମ କରିପାରେ। ଏହା ଆପଣଙ୍କ କାନକୁ ଭାଇରାଲ, ଫଗଲ ଓ ବ୍ୟାକ୍ଟେରିଆଲ ସଂକ୍ରମଣ ଠାରୁ ରକ୍ଷା କରିଥାଏ। ସେପଟେ ଇୟରୱାକ୍ ପୋକ ଆଦି ଠାରୁ ଦୂରେଇବାରେ ସାହାଯ୍ୟ କରିଥାଏ। ଏହା ସହ କାନରେ ଜମିଥିବା ୱାକ୍ସ ପ୍ରାକୃତିକ ମଇଶ୍ଚରାଇଜର , ଯାହା କାନର ସ୍କିନକୁ ଅଧିକ ଡ୍ରାଇ ହେବାରୁ ରକ୍ଷା କରିଥାଏ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.