କଟକ,୧୬/୧ : ନିଶା ମହାରଣା ହାଇକୋର୍ଟଙ୍କ ଦ୍ବାରସ୍ଥ । ଆଗୁଆ ଜାମିନ ପାଇଁ ଆବେଦନ କଲେ ନିଶା । ବଲାଙ୍ଗିର ସଦର ଥାନାରେ ହୋଇଥିବା ମାମଲାରେ ନିଶାକୁ ଖୋଜୁଛି ପୁଲିସ। ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବାକୁ ଲୋଡ଼ିଲେ ଆଗୁଆ ଜାମିନ।