ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ପ୍ରକାଶ ପାଇଲା ଓଏଏସ ପରୀକ୍ଷା ଫଳାଫଳ : ଶ୍ବେତାଶ୍ରୀ ଟପ୍ପର

Published By : Suraj Kumar | October 19, 2024 6:23 PM

ଭୁବନେଶ୍ବର, ୧୯।୧୦ : ୨୦୨୨-୨୩ ଓଏଏସ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ୬୮୩ ପରୀକ୍ଷାର୍ଥୀ ଏଥିରେ  କୃତକାର୍ଯ୍ୟ ହୋଇଛନ୍ତି। ।  ୪୨୫ ଜଣ ପୁଅ ଏବଂ ୨୫୮ ଜଣ ଝିଅ ନିଯୁକ୍ତି ପାଇବେ ।  ଟପ୍-୧୦ରେ ୫  ପୁଅ  ଓ ୫  ଝିଅ ରହିଛନ୍ତି। ଏଥିରେ ଶ୍ବେତାଶ୍ରୀ ମହାପାତ୍ର ଓଏଏସ ଟପ୍ପର ହୋଇଛନ୍ତି।

ଓପିଏସସି ପକ୍ଷରୁ ପ୍ରକାଶ ପାଇଥିବା ଓଏଏସ ପରୀକ୍ଷା ଫଳରେ ଦ୍ବିତୀୟ ସ୍ଥାନରେ ପିଙ୍କିଲ ପ୍ରବୀଣ ପରିଡା,   ତୃତୀୟ ସ୍ଥାନରେ ଦିପ୍ତିରଞ୍ଜନ ପତି, ଚତୁର୍ଥରେ ପ୍ରଜ୍ଞା ପାରଙ୍ଗମା, ୫ମ ସ୍ଥାନରେ ଆଜାଦ ସାହୁ, ଷଷ୍ଠ ସ୍ଥାନରେ  ଦୀପମ ରାଉତ, ଦେବବ୍ରତ ଗୌଡ, ଆଦିତ୍ୟ ଷଡଙ୍ଗୀ, ନବମରେ କପିଳ ମହାନ୍ତି ଓ  ଦଶମ ସ୍ଥାନରେ ଅମ୍ରିତା ସାହୁ  ରହିଛନ୍ତି। 

 

ଓପିଏସସି ପକ୍ଷରୁ ଓଏଏସ-୨୦୨୨ ମେନ  ପରୀକ୍ଷା  ଫେବୃୟାରୀରୁ ମାର୍ଚ୍ଚ ମାସ ମଧ୍ୟରେ ହୋଇଥିଲା। ଏହା ଫେୃବୟାରୀ ୨୫ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୩ ତାରିଖରେ ଶେଷ ହୋଇଥିଲା।  ପର୍ସନାଲିଟି ଟେଷ୍ଟ ସେପ୍ଟେମ୍ବର ୧୦ ତାରିଖରୁ ଅକ୍ଟୋବର ୭ ତାରିଖ ମଧ୍ୟରେ ହୋଇଥିଲା।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.