ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜଳହସ୍ତୀ ଶାବକ ମୃତ

Published By : Suraj Kumar | January 21, 2025 11:19 PM

ବାରଙ୍ଗ,୨୧।୧ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜଳହସ୍ତୀ ଶାବକ ମୃତ । ଗତ ୧୬ ତାରିଖରେ ଜନ୍ମିତ ଜଳହସ୍ତୀ ଶାବକର ସୋମବାର ମୃତ୍ୟୁ ହୋଇଛି। ଉକ୍ତ ଖୁଆଡରେ ଥିବା ଅଣ୍ଡିରା ଜଳହସ୍ତୀ ଆକ୍ରମଣରେ  ଶାବକର ମୃତ୍ୟୁ ହୋଇଥିବା ସୁଚନା ଦେଲେ ନନ୍ଦନକାନନ ଉପନିର୍ଦ୍ଦେଶକ ସନଥ୍ କୁମାର ନାରାୟଣ। 

୬୩ (କ) ଖୁଆଡ଼‌ର ଜଳାଶୟରେ ଏକ ଜଳହସ୍ତୀ ଗତ ୧୬ ତାରିଖରେ  ଶାବକ ଜନ୍ମ ଦେଇଥିଲା । ଖୁଆଡରେ ଥିବା ଏକ ଅଣ୍ଡିରା ଜଳହସ୍ତୀ  ଶାବକକୁ ଆକ୍ରମଣ କରିଥିଲା।   ଜନ୍ତୁ ରକ୍ଷକ ଶାବକକୁ ରକ୍ଷା କରିବା ପାଇଁ ମା’ ଓ ଶାବକକୁ ଅଲଗା କରିବା ପାଇଁ ଚେଷ୍ଠା କରିଥିଲେ। କିନ୍ତୁ ଅଣ୍ଡିରା ଜଳହସ୍ତୀଟି ଅଲଗା କରିବା ବେଳ ଜନ୍ତୁ ରକ୍ଷକକୁ ମାରିବା ପାଇଁ ଗୋଡାଇଥିଲା। ଫଳରେ ସତଚେଷ୍ଟା ବିଫଳ ହୋଇଥିଲା। ଶେଷରେ ଅଣ୍ଡିରା ଜଳହସ୍ତୀ ଆକ୍ରମଣରେ ଶାବକଟିର ମୃତ୍ୟୁ ହେଲା। ଏହି ଶାବକର ମୃତ୍ୟୁ ପରେ ଜଳହସ୍ତୀଙ୍କ ସଂଖ୍ୟା ୧୧କୁ ହ୍ରାସ ପାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.