ରାତି ପାହିଲେ କ୍ରିକେଟ ମହାକୁମ୍ଭ ଆଇପିଏଲ; ଫଟୋରେ ଦେଖନ୍ତୁ ପ୍ଲେୟାରଙ୍କ ପ୍ରସ୍ତୁତି
କ୍ରିକେଟ ପ୍ରେମୀ ସିଟ୍ ବ୍ଲେଟ୍ ବାନ୍ଧି ଦିଅନ୍ତୁ । ଆଉ କିଛି ଘଣ୍ଟାର ଅପେକ୍ଷା । ଜମିବ ଖେଳ । ଉଛୁଳିବ ଷ୍ଟାଡିୟମ । କମ୍ପିବ ମୈଦାନ । ବର୍ଷିବ ଚୌକା-ଛକା । ଆରମ୍ଭ ହେବ କ୍ରିକେଟ୍ ମହାକୁମ୍ଭ ଆଇପିଏଲ । ଖେଳ ହେବ ବିନ୍ଦାସ । ୧୦ ଟିମ୍ ମଧ୍ୟରେ ହେବ ମୁକାବିଲା । ଇଣ୍ଡିଆନ ପ୍ରିମିୟର ଲିଗ୍ ପୂର୍ବରୁ ଦେଖନ୍ତୁ ଫଟୋରେ ଝଲକ ।
Published By :
Ankita
- Prameya Bureau |
March 27, 2026 03:51 PM