ପ୍ରମୂଖ ଖବର
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଡକାୟତି ଉଦ୍ୟମବେଳେ ୭ଜଣଙ୍କୁ ମାଡ଼ି ବସିଲା ପୋଲିସ

Published By : Gurupada Nath | February 18, 2025 4:21 PM

ବ୍ରହ୍ମପୁର, ୧୮/୨ :   ବ୍ରହ୍ମପୁର ଜାତୀୟ ରାଜପଥ -୧୬ ସାଇବିହାର ହାଇବା ଢ଼ାବା ନିକଟରେ ଡକାୟତ ପାଇଁ ଯୋଜନା କରୁଥିବାବେଳେ ୭ଜଣଙ୍କୁ କାବୁ କରିଲା ପୋଲିସ ।  ଗୋପାଳପୁର ଥାନା ଅଞ୍ଚଳରେ ସଙ୍ଘ ବଦ୍ଧ ଭାବେ ଡକାୟତି କରିବାକୁ ଯୋଜନା କରୁଥିଲେ । ପାଟ୍ରୋଲିଂବେଳେ ଧରିଲା ପୋଲିସ । 

ସେମାନଙ୍କଠାରୁ ୨ ଟି ଖଣ୍ଡା, ୪ ଟି ଷ୍ଟିଲ ରୋଡ଼, ୭ ଟି ମୋବାଇଲ ଫୋନ, ନଗଦ ୩୫୦୦ଟଙ୍କା, ଟାଟା ସୁମୋ ଗାଡି ଜବତ । ୭ଜଣଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଛି ପୋଲିସ । ଏ ନେଇ ସୂଚନା ଦେଲେ ବ୍ରହ୍ମପୁର ଏସପି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.