ଭୁବନେଶ୍ୱର ୦୨/୧୨: ଖାଉଟିଙ୍କୁ ମିଳିବ ଆଶ୍ୱସ୍ତି। ରାଜ୍ୟରେ ଦୂର ହେବ ଆଳୁ ସଂକଟ । ୟୁପି ଓ ପଶ୍ଚିମବଙ୍ଗରୁ ଆସିଲା ଆଳୁ ଟ୍ରକ୍। କମିପାରେ ଦର । ବର୍ତ୍ତମାନ ଗୋଦାମ ଗୁଡିକରେ ଆଳୁ ଅନଲୋଡ ହେଉଛି। ସରକାର ଦ୍ଵାରା କେତେ ଆଳୁ ଟ୍ରକ୍ ଆସିଛି ଜଣାପଡ଼ିନାହିଁ। କିନ୍ତୁ ଓଡ଼ିଶା ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡାଙ୍କ ସୂଚନା ଅନୁଯାୟୀ ୬୦-୭୦ ଟ୍ରକ ଆଳୁ ରାଜ୍ୟକୁ ଆସିଥିବା ଜଣାପଡିଛି। ଏହା ପ୍ରଭାବରେ ଆଜି ଆଳୁ ରେଟ୍ କମିବା ନେଇ ସମ୍ଭାବନା ରହିଛି।

‘ମୁଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୌଡ଼ରେ ନାହିଁ’: ଉମ...