ଟିକେ କଡ଼ା ଲାଗିଲେ ବି ଭଲ ଲାଗୁଛି ପିଇବାକୁ... ହେ ଭଗବାନ୍ !!

ପ୍ୟାକେଟ୍ ମଦ କେହି ଜାଣିପାରିବେନି ଭାବି ଘରେ ରଖିଥିଲି। ଏମାନେ ତ ଫଳ ଜୁସ୍ ଭବି ପିଇ ଯାଉଛନ୍ତି...