କଟକ, ୩।୧୧ : କଟକରେ କାଳୀ ମେଢ଼ ଭସାଣି ଶୋଭାଯାତ୍ରାରେ ପୋଲିସର ଲାଠି ଚାର୍ଜ। ମେଢ଼ ଶୋଭାଯାତ୍ରା ଧିମା ଗତିରେ ଯିବା ଓ ଶୋଭାଯାତ୍ରାରେ ଗାମୁଛା ବୁଲାଇବାକୁ ନେଇ ପୋଲିସ ପକ୍ଷରୁ ଲାଠି ଚାର୍ଜ କରାଯାଇଥିବା ଜଣାପଡିଛି।ଚୌଧୁରୀ ବଜାର ରୁ ପୂର୍ଣ୍ଣ ସାହୁ ଛକ ମଧ୍ୟରେ ଭସାଣି ଶୋଭାଯାତ୍ରା ଯାଉଥିବା ବେଳେ ଲାଠି ଚାର୍ଜ ହୋଇଛି।