ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ରାହୁଙ୍କ କୃପାରୁ ନିଶ୍ଚୟ ଧନୀ ହୁଅନ୍ତି ଏହି ୨ଟି ରାଶି: ହଠାତ୍‌ ମିଳେ ଧନ, ବଦଳଯାଏ ଭାଗ୍ୟ

Published By : Harapriya Sethi | May 18, 2025 7:14 AM

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାହୁ-କେତୁଙ୍କୁ ମାୟାବୀ ଗ୍ରହ କୁହାଯାଏ । ମେ ୧୮ ତାରିଖ ଅର୍ଥାତ ଆଜି ରାହୁ ଚଳନ କରି କୁମ୍ଭ ରାଶିରେ ପ୍ରବେଶ କରୁଛନ୍ତି । ପ୍ରାୟ ଦେଢ ବର୍ଷ ପରେ ରାହୁ ଚଳନ କରୁଛନ୍ତି । ଏମାନେ ସର୍ବଦା ଓଲଟା ଚଳନ କରିଥାନ୍ତି । ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଲେ ମଧ୍ୟ ଏଭଳି ୨ଟି ରାଶି ରହିଛନ୍ତି, ଯାହାଙ୍କ ଉପରେ ରାହୁଙ୍କ କୃପା ସର୍ବଦା ରହିଥାଏ । ଆସନ୍ତୁ ଜାଣିବା ସେହି ୨ ରାଶିଙ୍କ ବିଷୟରେ ।

ସିଂହ ରାଶି- ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାହୁ ଗ୍ରହ ସିଂହ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ବିଶେଷ କୃପା କରିଥାନ୍ତି । ରାଜନୀତି ସହ ଅନେକ କ୍ଷେତ୍ରରେ ଏମାନେ ସଫଳତା ପାଇଥାନ୍ତି । ଜୀବନରେ ହଠାତ୍‌ ବଡ ସକରାତ୍ମକ ପରିବର୍ତ୍ତନ ହୋଇଥାଏ । ଧନ-ସମ୍ପତ୍ତି ବୃଦ୍ଧି ହୋଇଥାଏ ।

ବିଛା- ଏହି ରାଶିଙ୍କ ଉପରେ ମଧ୍ୟ ରାହୁଙ୍କ କୃପା ରହିଥାଏ । ଏମାନଙ୍କୁ କର୍ମକ୍ଷେତ୍ରରେ ହଠାତ୍‌ ସଫଳତା ମିଳିଥାଏ । ସୁଖମୟ ଜୀବନ ସହ ଧନ ନିଶ୍ଚୟ ପ୍ରାପ୍ତି ହୋଇଥାଏ । ବ୍ୟବସାୟରେ ଆକାଶ ଛୁଆଁ ଲାଭ ହୋଇଥାଏ । ମାନ-ସମ୍ମାନ ବୃଦ୍ଧି ହୁଏ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.