ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଓଏଏସ ପାଇଲେ ପୁନଦାଳ ମାଟିର ସନ୍ତାନ ସୌରଭ ରଞ୍ଜିତ

Published By : Suraj Kumar | October 19, 2024 10:46 PM

ନୀଳଗିରି,୧୯/୧୦(ଆ.ପ୍ର):ନୀଳଗିରି ବ୍ଲକ ପୁନଦାଳ ମାଟିର ସନ୍ତାନ ସୌରଭ ରଞ୍ଜିତ ଓଏଏସ  ପରୀକ୍ଷାରେ ସଫଳ ହୋଇ ଅଞ୍ଚଳ ପାଇଁ ଗର୍ବ  ଓ  ଗୌରବ ଆଣିଛନ୍ତି। ସେ ଓଏଏସ ପରୀକ୍ଷାରେ ରାଙ୍କ ୮୬ ରଖିଛନ୍ତି। ଓଏଏସ ପରୀକ୍ଷା ଫଳାଫଳ ପ୍ରକାଶ ପରେ ଗାଁରେ ଖୁସିର ଲହରୀ ଖେଳି ଯାଇଛି।

ନୀଳଗିରି ବ୍ଲକ ରାଧାକିଶୋରପୁର ପଞ୍ଚାୟତ ରତ୍ନାକର ରଞ୍ଜିତ ଓ ସାରବଣିଙ୍କ ପୁତ୍ର ହେଉଛନ୍ତି ସୌରଭ ରଞ୍ଜିତ । ପୁନଦାଳ ହାଇସ୍କୁଲରେ ସୌରଭ ପାଠପଢି ଉତ୍ତୀର୍ଣ୍ଣ ହେବା ପରେ ଫକୀର ମୋହନ ଅଟୋନମସ କଲେଜରେ ପଢିଥିଲେ। ସେଠାରୁ ଗ୍ରାଜୁଏସନ ପରେ ନୂଆଦିଲ୍ଲୀ ଜେଏନୟୁରେ ପିଜି କରିଥିଲେ। ପିଲାଟି ଦିନରୁ ପ୍ରଶାସକ ହୋଇ ସାଧାରଣ ଲୋକଙ୍କୁ ସେବା ଯୋଗାଇବା ସ୍ୱପ୍ନ ଆଜି ପୂରଣ ହୋଇଛି।  ଏଭଳି ସଫଳତାର ଶ୍ରେୟ ସେ ତାଙ୍କ ବାପା ମାଆଙ୍କୁ ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.