ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଆତଙ୍କର ଭୟ, ଗୃହଯୁଦ୍ଧର ସ୍ଥିତି: ଏସ୍. ଜୟଶଙ୍କର ପହଁଞ୍ଚିବା ପୂର୍ବରୁ କଡ଼ା ସୁରକ୍ଷା ବଳୟରେ ଇସଲାମାବାଦ

Published By : Harapriya Biswal | October 14, 2024 2:37 PM

ନୂଆଦିଲ୍ଲୀ,୧୪।୧୦:  ପାକିସ୍ତାନରେ ଗୃହଯୁଦ୍ଧ ଭଳି ସ୍ଥିତିରେ ଏସ୍‌ସିଓ ସମ୍ମିଳନୀ ଆୟୋଜନ ହେଉଛି। ଶଙ୍ଘାଇ ହୟୋଗ ସଂଗଠନର ଏହି ଶିଖର ସମ୍ମିଳନୀରେ ବହୁ ଦେଶର ପ୍ରତିନିଧି ସାମିଲ ହେବେ। ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଏହି ସମ୍ମିଳନୀରେ ଭାଗ ନେବାକୁ ଯାଉଛନ୍ତି। ସେଭଳି ପାକିସ୍ତାନରେ ଏହାର ଆୟୋଜନ କରାଯିବା ବହୁତ ବଡ ଚ୍ୟାଲେଞ୍ଜ। ପାକିସ୍ତାନର ସୁରକ୍ଷାକୁ ନେଇ ଦୀର୍ଘ ସମୟ ହେବ ପ୍ରଶ୍ନ ଉଠୁଛି। 

ପାକିସ୍ତାନ ଲଗାତାର ଭାବରେ ଆତଙ୍କବାଦୀଙ୍କୁ ସୁରକ୍ଷା ଦେଉଛି, ଯାହାକି ଏବେ ତା ପାଇଁ ବଡ଼ ବିପଦର କାରଣ ପାଲଟିଛି। ପାକିସ୍ତାନରେ ପ୍ରତିଦିନ ପୋଲିସ ଓ ସେନା ଉପରେ ଆତଙ୍କବାଦୀ ଆକ୍ରମଣ ହେଉଛି। ନିକଟରେ ପାକିସ୍ତାନରେ ହିଂସା ଦୃତ ଗତିରେ ବଢିଛି। ବେଲୁଚିସ୍ତାନରେ ହିଁ ବହୁସଂଖ୍ୟାରେ ଲୋକଙ୍କୁ ହତ୍ୟା କରାଯାଉଛି। ସେଭଳି ପାକିସ୍ତାନର ସବୁଠାରୁ ବଡ଼ ସହର କରାଚୀରେ ଚୀନ୍ ନାଗରିକଙ୍କ ଜୀବନ ନେଉଛନ୍ତି।

ପାକିସ୍ତାନର ଗୋଟିଏ ଭାଗ ସ୍ବାଧିନତା ମାଗୁଛି। ଆଉ ଏହା ଦିନକୁ ଦିନ ଅଧିକ ହେବାରେ ଲାଗିଛି। ବିଶେଷଜ୍ଞଙ୍କ କହିବା ଅନୁସାରେ, ବେଲୁଚିସ୍ତାନର ଲିବରେସନ୍ ଆର୍ମିକୁ ପାକିସ୍ତାନୀ ତାଲିବାନରୁ ସାହାଯ୍ୟ ମିଳୁଛି। ତେବେ ଆକ୍ରମଣ ସେମାନେ ମିଶିକି କରନ୍ତି ନାହିଁ। ଏସ୍‌ସିଓ ବୈଠକକୁ ଦେଖି ପୁରା ଇସଲାମାବାଦରେ ପୋଲିସ ଛାଉଣୀ ବଢି ଯାଇଛି। କୌଣସି ବାହନ ବିନା ଚେକିଂରେ ଯିବା ଆସିବା ଉପରେ କଟକଣା ଲଗାଯାଇଛି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.