ଖୋର୍ଦ୍ଧା, ୧୨।୨: ଖୋର୍ଦ୍ଧା ବିକାଶ ନଗରରେ ସେକ୍ସ ରାକେଟ ଠାବ । ଏକ ଭଡ଼ା ଘରେ ଚାଲିଥିଲା ସେକ୍ସ ସ୍କାଣ୍ଡାଲ । ଖବରପାଇ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଓ ସ୍ପେସାଲ ସ୍କ୍ୱାର୍ଡ ଟିମ୍ ଚଢ଼ଉ କରିଛି । ପୁଲିସ ପଞ୍ଝାରେ କିଙ୍ଗପିନ୍ ସମେତ ୩ ଦେହଜୀବୀ, ୪ ଜଣ ଗ୍ରାହକ । କହିରଖୁଛୁ ଯେ, ଗତ କିଛି ଦିନ ଧରି ଏହି ସେକ୍ସ ସ୍କାଣ୍ଡାଲ ଚାଲିଥିଲା । କୌଣସି ସୁତ୍ରରୁ ଖବରପାଇ କ୍ରାଇମବ୍ରାଞ୍ଚ ଓ ସ୍ପେଶାଲ ସ୍କ୍ୱାର୍ଡ ଇନଚାର୍ଜ ରବି ନାରାୟଣ ଭଞ୍ଜ ନେତୃତ୍ୱରେ ଟିମ୍ ଚଢ଼ାଉ କରିଥିଲେ ।