ପ୍ରମୂଖ ଖବର
  • ପାରାଦୀପ ଜିରୋ ପଏଣ୍ଟ ପାଖରେ ଗଚ୍ଛିତ ପାଇପରେ ଭୟଙ୍କର ଅଗ୍ନିକାଣ୍ଡ
  • ||
  • ରାଜଧାନୀରୁ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
  • ||
  • ରାଉରକେଲାରେ ପୋଲିସ ଡିଜି ୱାଇବି ଖୁରାନିଆ, ରାଉରକେଲାରେ ଚାଲିଛି ସମୀକ୍ଷା ବୈଠକ
  • ||
  • ପହଲଗାମ ଆତଙ୍କୀ ହମ୍‌ଲା ପରେ ରାଜଧାନୀରେ ହାଇଆଲର୍ଟ, ଭୁବନେଶ୍ୱର ରେଲ୍‌ ୱେ ଷ୍ଟେସନ୍‌ରେ ଫ୍ଲାଗ୍ ମାର୍ଚ୍ଚ
  • ||
  • ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ଟଙ୍କା ମାଗିବାରୁ ଦହିବରା ବେପାରୀଙ୍କୁ ନିସ୍ତୁକ ପିଟିଲେ
  • ||
  • ସମ୍ୱଲପୁର : ପାଣିରେ ବୁଡ଼ି ଜୀବନ ହାରିଥିଲେ ଭିସୁଟ୍‌ ଛାତ୍ରୀ: ୧୦୦ ଜଣଙ୍କ ଉପରେ ସର୍ବକାଳୀନ ଛାତ୍ର କାର୍ଯ୍ୟାନୁଷ୍ଠାନ
  • ||
  • ଚଳିବନି ପାକ୍ ପ୍ରୋପାଗଣ୍ଡା, ଭାରତରେ ୧୬ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ୟାନ୍
  • ||
  • ମେ ୨ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା, ୧୨ ଯାଏ ୩ଟି ସିଫ୍ଟରେ ହେବ ଏକ୍ସଜାମ୍
  • ||
  • ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଟ୍ରେନ୍‌ରେ ଏଲଏଚବି କୋଚ୍‌ର ଶୁଭାରମ୍ଭ
  • ||
  • କେନ୍ଦୁଝର : ବାଇକ୍‌କୁ ଧକ୍କା ଦେଲା ଆଡିସନାଲ୍‌ CSOଙ୍କ ବୋଲେରୋ, ବାଇକ୍‌ ଚାଳକ ମୃତ
  • ||
  • ସୋମବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ଜନ୍ମଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ବିଜେଡି ନେତା ଓ କର୍ମୀ
  • ||
  • ଅନୁଗୁଳ : ୫୫ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ ଗିରଫ
  • ||
  • IPL 2025: ଆଜି ରାଜସ୍ଥାନ- ଗୁଜରାଟ ଲଢ଼େଇ, ରୟାଲ୍ସ ପାଇଁ ‘କର ବା ମର’
  • ||
  • ତାତି କମିଲା, ଆହୁରି କମିବ: ଆଜି ଘଡ଼ଘଡ଼ି ସହ କୁଆପଥର ବର୍ଷା ଆଶଙ୍କା,୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||
  • ସୁନ୍ଦରଗଡ଼ : ବସ୍‌ ଓଲଟି ଜଣେ ମୃତ, ୫ ରୁ ଉର୍ଦ୍ଧ୍ୱ ଗୁରୁତର
  • ||

‘ପଟୌଦୀ ଟ୍ରଫି’କୁ ରିଟାୟର କରିବାକୁ ଚାହୁଁଛି ବିସିସିଆଇ, ନିରାଶ ଶର୍ମିଳା ଟାଗୋର ଦେଲେ ଏଭଳି ରିଆକ୍ସନ

Published By : Prameya | April 2, 2025 9:00 PM

ମୁମ୍ବାଇ, ୨/୪ :   ବଲିଉଡ଼ ଅଭିନେତା ସୈଫ ଅଲୀ ଖାନଙ୍କ ବାପା ମନସୁର ଅଲୀ ଖାନ ପଟୌଦୀ ଜଣେ ଭେଟରାନ କ୍ରିକେଟର ଥିଲେ । ଟାଇଗରଙ୍କ ନାମରେ ଜଣାଶୁଣା ପଟୌଦୀଙ୍କ ରାଜ୍ ଏହି କଥାରୁ ଜଣାପଡ଼ୁଛି କି ତାଙ୍କ ନାଁରେ ଟ୍ରଫି ପର୍ଯ୍ୟନ୍ତ ଆରମ୍ଭ କରାଯାଇଥିଲା। ଯାହାକୁ ଏବେ ବିସିସିଆଇ ରିଟାୟର କରିବାକୁ ଚାହୁଁଛି ଏବଂ ଏହା ଉପରେ ତାଙ୍କ ସ୍ତ୍ରୀ ଶର୍ମିଳା ଟାଗୋରଙ୍କ ରିଆକ୍ସନ ସାମ୍ନାକୁ ଆସିଛି । 

‘ପଟୌଦୀ ଟ୍ରଫି’ର ଆରମ୍ଭ ୧୯୩୨ରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ସିରିଜର ସ୍ମୃତିରେ ୨୦୦୭ରେ ହୋଇଥିଲା । ରିପୋର୍ଟ୍ସ ମୁତାବକ ଭାରତୀୟ କ୍ରିକେଟ କଣ୍ଟେ୍ରାଲ ବୋର୍ଡ଼(ବିସିସିଆଇ) ଏବଂ ଇଂଲଣ୍ଡ ଏବଂ ଓ୍ବେଲ୍ସ କ୍ରିକେଟ ବୋର୍ଡ଼(ଇସିବି) ଏହି ଟ୍ରଫିକୁ ରିଟାୟର କରିବା ବିଷୟରେ ଭାବୁଛି । ଏଭଳି ଲାଗୁଛି କି ଶର୍ମିଳା ଟାଗୋରଙ୍କୁ ଏହି କଥା କିଛି ଖାସ୍ ପସନ୍ଦ ଆସିନାହିଁ ।

ରିପୋର୍ଟ ଅନୁସାରେ ଶର୍ମିଳା ଟାଗୋର ଖୁଲାସା କରିଛନ୍ତି କି ତାଙ୍କୁ ଇସିବି ତରଫରୁ ଏକ ଚିଠି ଆସିଛି । ସେଥିରେ କୁହାଯାଇଛି କି ସେମାନେ ପଟୌଦୀ ଟ୍ରଫିକୁ ରିଟାୟର କରୁଛନ୍ତି । ଶର୍ମିଳା କହିଛନ୍ତି କି , ମୁଁ ତାଙ୍କଠାରୁ କିଛି ଶୁଣି ନାହିଁ, କିନ୍ତୁ ଇସିବି ସୈଫଙ୍କୁ ଏକ ଚିଠି ପଠାଇଛି କି ସେ ଟ୍ରଫିକୁ ରିଟାୟର କରୁଛନ୍ତି । ଯଦି ବିସିସିଆଇ ଟାଇଗରଙ୍କ ସ୍ମୃତିକୁ ମନେ ରଖିବାକୁ ଚାହୁଁଛି କିମ୍ବା ନାହିଁ, ଏହା ସେମାନଙ୍କୁ ନିଷ୍ପତ୍ତି ନେବାର ଅଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.