ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ରୋହିତ ଶର୍ମାଙ୍କ ପରେ କିଏ ହେବେ ଟିମ୍ ଇଣ୍ଡିଆର ଅଧିନାୟକ ? ଆସିଲା ଶିଖର ଧଓ୍ବନଙ୍କ ଭବିଷ୍ୟବାଣୀ

Published By : Gurupada Nath | February 25, 2025 4:35 PM

ନୂଆଦିଲ୍ଲୀ, ୨୫/୨ :   ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଚାରି ଇଭେଣ୍ଟ ଆମ୍ବାସଡରଙ୍କ ମଧ୍ୟରୁ ଜଣେ ଶିଖର ଧଓ୍ବନ ଶୁଭମନ ଗିଲଙ୍କୁ ନେଇ ଦେଲେ ବଡ଼ ବୟାନ । ୩୯ବର୍ଷୀୟ ପୂର୍ବତନ କ୍ରିକେଟରଙ୍କ କହିବା ଅନୁସାରେ ରୋହିତ ଶର୍ମାଙ୍କ ପରେ ଶୁଭମନ ଗିଲ୍ ଭାରତୀୟ କ୍ରିକେଟ ଟିମର ଆଗାମୀ ଅଧିନାୟକ ହେବେ । ଭାରତ ବନାମ ପାକିସ୍ତାନ ମ୍ୟାଚ୍ ପରେ ଭାରତୀୟ ସାମ୍ବାଦିକମାନଙ୍କ ସହ କଥା ହେବା ସମୟରେ ସେ କହିଥିଲେ କି, ନିଶ୍ଚିତ ରୂପରେ ସେ ଅଧିନାୟକ ହେବେ । ସେ ଏବେ ଉପ- ଅଧିନାୟକ ଅଛନ୍ତି।   କିନ୍ତୁ ଏହା ସ୍ପଷ୍ଟ ଅଟେ କି ଏଭଳି ଏକ ଦିନ ଆସିବ ସେ ଭାରତର ଅଧିନାୟକ ହେବେ । 

ଶୁଭମନ ଗିଲ୍ ଏବେ ଜବରଦସ୍ତ ଲୟରେ ଚାଲୁଛନ୍ତି । ଇଂଲଣ୍ଡ ବିପକ୍ଷ ୩ମ୍ୟାଚର ଓ୍ବାନଡେ ମ୍ୟାଚରେ ଧୁଆଁଧାର୍ ପାଳି ଖେଳୁଥିବା ଗିଲଙ୍କ ବ୍ୟାଟ୍ ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ବି ଖୁବ୍ ଚାଲୁଛି । ବାଂଲାଦେଶ ବିପକ୍ଷରେ ଶତକ ଲଗାଇଥିବା ଗିଲ୍ ପାକିସ୍ତାନ ବିପକ୍ଷରେ ବି ବହୁତ ଭଲ ବ୍ୟାଟିଂ କରିବାରେ ସଫଳ ରହିଛନ୍ତି । କିନ୍ତୁ ସେ ପ୍ରାୟ ୪ରନରେ ତାଙ୍କ ଅର୍ଦ୍ଧଶତକ କରିବାରେ ଅଟକିଗଲେ ।

ଧଓ୍ବନ ଭାରତୀୟ କ୍ରିକେଟ କଣ୍ଟେ୍ରାଲ ବୋର୍ଡ଼ର ସେହି ନିଷ୍ପତ୍ତିକୁ ବି ପ୍ରଶଂସା କରିଛନ୍ତି । ଯେଉଁଥିରେ ଏହି ନିର୍ଣ୍ଣୟ ନିଆଯାଇଛି କି ଏବେ ସବୁ ଖେଳାଳୀଙ୍କ ଘରୋଇ କ୍ରିକେଟରେ ସୁନିଶ୍ଚିତ ରୂପରେ ଖେଳିବାକୁ ହେବ, ଯଦି ସେ ଆହତ ନାହାନ୍ତି ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.