ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ପେଶାରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ; କ୍ରିକେଟ ଲାଗି ଅଛି ପ୍ରେମ, ଏବେ ଶ୍ରେୟସ ଅୟର କଲେ ଏହି କାମ

Published By : Gurupada Nath | March 1, 2025 4:38 PM

ମୁମ୍ବାଇ,୧/୩ :   ଚାମ୍ପିୟନ୍ସ ଟ୍ରଫି ୨୦୨୫ଟୁର୍ଣ୍ଣାମେଣ୍ଟ ଲାଗି ଭାରତୀୟ ଟିମ୍ ଏବେ ଦୁବାଇରେ ଅଛନ୍ତି । ଆଗାମୀ ମ୍ୟାଚ୍ ୧ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ସହ ଖେଳିବାକୁ ଅଛି । ଏହା ମଧ୍ୟରେ ଆଇସିସି ଦ୍ବାରା ଚାମ୍ପିୟନ୍ସ ଟ୍ରଫି ଲାଗି ଚୟନ କରାଯାଇଥିବା ଜନୈକ ନେଟ ବୋଲରଙ୍କ ଶ୍ରେୟସ ଅୟର ଦିନଟିକୁ ସୁନ୍ଦର କରିଥିଲେ । ଅୟର ଏବେ ଟିମ୍ ଇଣ୍ଡିଆ ଲାଗି ୪ର୍ଥ କ୍ରମରେ ବହୁତ ବଢିଆ ବ୍ୟାଟିଂ କରୁଛନ୍ତି । ସେ ଆଇସିସି କ୍ରିକେଟ ଏକାଡେମୀରେ ଅଭ୍ୟାସ ସମୟରେ ନେଟ ବୋଲର ଜସକିରନ ସିଂହଙ୍କୁ ଜୋତା ଗିଫ୍ଟ କରିଛନ୍ତି ।

ଜସକିରଣ ସିଂହ ପେଶାରେ ଚାର୍ଟାଡ ଆକାଉଣ୍ଟାଣ୍ଟ ଅଟନ୍ତି ଏବଂ କ୍ରିକେଟ ସହ ବହୁତ ଭଲପାଇବା ଅଛି । ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁସାରେ ଜସକୀରଣ ଲଗଅନ୍ ପଜିଶନରେ ଫିଲ୍ଡିଂ କରୁଥିଲେ। ସେତେବେଳେ ଶ୍ରେୟସ ଅୟର ତାଙ୍କ ପାଖକୁ ଯାଇଥିଲେ ଏବଂ ପଚାରିଥିଲେ ପାଜୀ କେମିତି ଅଛନ୍ତି ? ସବୁ ଭଲ ।’ 

ଜସକୀରଣ କହିଛନ୍ତି ଶ୍ରେୟସ ଭାଇ ମୋ ପାଖକୁ ଆସିଥିଲେ ଏବଂ ପଚାରିଥିଲେ କି ମୋ ଜୋତାର ସାଇଜ କେତେ ? ମୁଁ କହିଥିଲି ୧୦ । ଶ୍ରେୟସ କହିଥିଲେ କି ତାଙ୍କ ପାଖରେ ମୋ ପାଇଁ କିଛି ଅଛି , ସେତେବେଳେ ସେ ମୋତେ ଜୋତା ଗିଫ୍ଟ କରିଥିଲେ । ଏହି ମୂହୁର୍ତ୍ତ ମୋ ଲାଗି ବହୁତ ଗୁରୁତ୍ବପୂର୍ଣ୍ଣ ଅଟେ । ପ୍ରକାଶ ଯେ ,  ଚାମ୍ପିୟନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ ସମୟରେ ଜସକୀରଣ ସିଂହ ପାକିସ୍ତାନ ଏବଂ ବାଂଲାଦେଶ ଖେଳାଳୀଙ୍କୁ ବି ନେଟ୍ସରେ ବୋଲିଂ କରି ସାରିଛନ୍ତି । ସେ ଅଫ- ସ୍ପିନ ବୋଲର ଅଟନ୍ତି । ଜସକୀରଣ ସେତେବେଳେ ବହୁତ ନିରାଶ ହୋଇଥିଲେ ଯେତେବେଳେ ତାଙ୍କୁ ଭାରତୀୟ ଟିମକୁ ନେଟ୍ସରେ ବୋଲିଂ କରିବାର ସୁଯୋଗ ମିଳିନଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.