ଭୁବନେଶ୍ୱର,୧୫/୦୮: ସ୍ମାର୍ଟ ବଜାର୍‌ର ଫୁଲ୍‌  ପୈସା ବସୁଲ ସେଲ୍‌ ଆରମ୍ଭ ହୋଇଛି । ଏହା ଅଗଷ୍ଟ  ୧୭ ଯାଏ ଚାଲିବ । ଗ୍ରାହକଙ୍କୁ ସଞ୍ଚୟ, ଷ୍ଟାଇଲ୍‌ ଏବଂ  ସ୍ମାର୍ଟ ବିକଳ୍ପର ମେଗା ସେଲିବ୍ରେଶନ ପ୍ରଦାନ କରିବ ଏହି ସେଲ୍‌ ।

 ଚଳିତବର୍ଷ ‘ସ୍ମାର୍ଟ ବଜାର କେ ସ୍ମାର୍ଟ  ପରିବାର’ ନାରା ଅଧୀନରେ ସ୍ମାର୍ଟ ବଜାର ହୋମ୍‌  ଆପ୍ଲାଏନ୍ସେସ୍‌, କିଚେନ୍‌ ଆପ୍ଲାଏନ୍ସେସ୍‌, ଫେଷ୍ଟିଭ୍‌ ଟ୍ରିଟ୍‌,  ୱାଡ୍ରୋବ୍‌ ଅପ୍‌ଗ୍ରେଡ୍‌ଠାରୁ ଆରମ୍ଭ କରି ଡେକୋର୍‌  ଡିଲାଇଟ୍‌ର ୱାନ୍‌ ଷ୍ଟପ୍‌ ଡେଷ୍ଟିନେସନ୍‌ ପାଲଟିଛି । ଏହି ସେଲ୍‌ ଅବସରରେ ଗ୍ରାହକ ମାତ୍ର  ୭୯୯ ଟଙ୍କାରେ ୫କେଜି ଚାଉଳ ଏବଂ ୩ ଲିଟର ତେଲ ପାଇପାରିବେ ।

ସେହିଭଳି ୩ଟି  କୋଲ୍‌ଡ୍ରିଙ୍କ୍‌ସ କିଣି ଗୋଟିଏ ମାଗଣା ପାଇବେ । ଗୋଟିଏ ବିସ୍କୁଟ୍‌ କିଣି ଆଉ ଗୋଟିଏ  ମାଗଣା, ଡିଟର୍‌ଜେଣ୍ଟ୍‌ ଉପରେ ୪୦% ରିହାତି ରହିଛି । ଗ୍ରୋସେରୀ, ଗୃହପୋକରଣ,  ପୋଷାକ ଏବଂ ଅନ୍ୟାନ୍ୟ ସାମଗ୍ରୀ କ୍ଷେତ୍ରରେ ଅନେକ ଅଫର୍‌ ରହିଛି । ୫୩୦ରୁ  ଊଦ୍ଧ୍ୱର୍ ସହରରେ ସ୍ମାର୍ଟ ବଜାରର ୯୦୦ରୁ ଊଦ୍ଧ୍ୱର୍ ଷ୍ଟୋର୍‌ ଅଛି । ଏହି ଷ୍ଟୋର୍‌ଗୁଡ଼ିକୁ ଯାଇ  ପ୍ରତ୍ୟେକ ସ୍ମାର୍ଟ ପରିବାର ଅଧିକ ସପିଂ କରି ଅଧିକ ସଞ୍ଚୟ ଲାଭ କରିପାରିବେ ।