ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସୋରଡ଼ାର ୧୨ଶିକ୍ଷକଙ୍କୁ ଅନ୍ୟ ବ୍ଲକକୁ ବଦଳି, ୩ଜଣଙ୍କୁ ବ୍ଲକ ମଧ୍ୟରେ ବଦଳି

Published By : Gurupada Nath | July 11, 2025 3:58 PM

ସୋରଡ଼ା, ୧୧/୭ : ସୋରଡ଼ା ବ୍ଲକର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ୧୪ଜଣ ପ୍ରାଥମିକ ଶିକ୍ଷକ ଓ ଜଣେ ମାଧ୍ୟମିକ ଶିକ୍ଷକଙ୍କୁ ବଦଳି କରାଯାଇଛି I ସେଥି ମଧ୍ୟରୁ ୧୨ଜଣଙ୍କୁ ଜିଲ୍ଲାର ଅନ୍ୟ ବ୍ଲକକୁ ବଦଳି କରାଯାଇଥିବାବେଳେ ୩ଜଣଙ୍କୁ ଏଠାକାର ଅନ୍ୟ ବିଦ୍ୟାଳୟକୁ ବଦଳି କରାଯାଇଛି I ନମିତା ମିଶ୍ର ସିଦ୍ଧପୁରରୁ ବେଲଗୁଣ୍ଠା ବ୍ଲକର ବୋରି ଓ ଏନ ମହେଶ୍ୱର ପ୍ରଧାନଙ୍କୁ ବୋରିପଦର, ଆଶିଷ କୁମାର ବେହେରା ଦାନ୍ତଲିଙ୍ଗିରୁ ବୁଗୁଡ଼ା ବ୍ଲକ ଓ ରାଜେନ୍ଦ୍ର ପ୍ରସାଦ ସେଠିଙ୍କୁ ସିଂଗିପୁର, ସନ୍ତୋଷ କୁମାର ପଣ୍ଡା ସାଲିମା ଗୋଛାରୁ ଚିକିଟି ବ୍ଲକ ମୌନ୍ଦପୁର, ସନ୍ତୋଷ କୁମାର ନାୟକ ମାଣିଆକାଠିରୁ ଧରାକୋଟ ବ୍ଲକ ପଣିବନ୍ଧ ଓ ରଶ୍ମିତା ପାତ୍ର ସୋରଡ଼ାରୁ ଧରାକୋଟ, ଜି ମାଲେସୁ କେଶରା ରୁ ହିଞ୍ଜିଳି ବ୍ଲକ ବେଲଗ୍ରାମ, ମନୋରଞ୍ଜନ ସାମନ୍ତରାୟ ଅସୁରବନ୍ଧରୁ ଖଲିକୋଟ ବ୍ଲକର ବି ନଳୀ ନା କ୍ଷପୁର, ରୋହିତ ରେଡି କୁସୁମଗା ଡ଼ିଆରୁ ପାତ୍ରପୁର ବ୍ଲକ ଖଇରା, ସୁଜନ ସେଠି ଗୋଜିଆ ଖମଣରୁ ପୋଲସରା ବ୍ଲକ ଲଛିପୁର, ଅନିଲ କୁମାର ସାହୁ ବନ୍ଧାଗୋଛାରୁ ଶେରଗଡ଼ ବ୍ଲକର ଖସପାକୁ ବଦଳି ହୋଇଛି I 

ଏହି ବ୍ଲକ ମଧ୍ୟରେ  ଅନ୍ୟ ବିଦ୍ୟାଳୟକୁ ଯଥା ୩ଜଣଙ୍କୁ ସୁଦାମ ବେହେରା କରଡା ବାଡ଼ିରୁ ସିଆରିମାଳ, ଗୋବିନ୍ଦ ସେଠିଙ୍କୁ କେଶରାରୁ ସିଂଗିପୁର, ପୁର୍ଣ୍ଣଚନ୍ଦ୍ର ନାୟକଙ୍କୁ ମଧୁରବନ୍ଧରୁ ଢ଼େପା ପଲ୍ଲୀ ବିଦ୍ୟାଳୟକୁ ବଦଳି ହୋଇଛି I ଜିଲ୍ଲା ଶିକ୍ଷାଧିକାରୀ ଗଞ୍ଜାମ ବ୍ରହ୍ମପୁର ଆଦେଶ ସଂଖ୍ୟା ୧୨୩୫୦/୧୦/୦୭/୨୦୨୫ ଅନୁସାରେ ଉକ୍ତ ୧୫ଜଣ ଶିକ୍ଷକ ୧୨/୭/୨୦୨୫ସୁଦ୍ଧା  ଆଦେଶ ଅନୁଯାଇ ନୂତନ ବିଦ୍ୟାଳୟ ମାନଙ୍କରେ ଯୋଗ ଦେବାକୁ କୁହାଯାଇଛି I 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.