ପୁରୀ, ୧୧।୧୨ :   ଗୁରୁବାର ମାର୍ଗଶୀର ଶୁକ୍ଳ ଦ୍ୱାଦଶୀ ତିଥି ରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ ।  ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଆପାତତଃ ସନ୍ଧ୍ୟା ୬ ଟାରୁ ରାତ୍ର  ୧୦ଟା   ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ।