କୁଜଙ୍ଗ,୨୬/୧(ଆପ୍ର);କୁଜଙ୍ଗ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି।ଏଭଳି ଘଟଣା ଏକ ଘରୋଇ କୋଚିଂ ସେଣ୍ଟର ପରିସର ମଧ୍ୟରେ ଘଟିଛି।ମୃତକ ଛାତ୍ର ଜଣଙ୍କ ହେଲେ ଓମ୍ ପ୍ରକାଶ ଦ୍ବିବେଦୀ । ଓମ୍ ସମାଗୋଳ ସ୍ଥିତ ମାମୁଁ ଘରେ ରହି ପାଠ ପଢ଼ିଥିବା ସୂଚନା ମିଳିଛି।