କୋରାପୁଟ,୧୭।୧୨ : ସୂଚନାଫଳକ ପଡି ୩ୟ ଶ୍ରେଣୀ ଛାତ୍ର ମୃତ ।କୋରାପୁଟ ଡାମଣହାଣ୍ଡି ସରକାରୀ ଆଶ୍ରମ ବିଦ୍ୟାଳୟରେ ଅଘଟଣ। ଏହି ଘଟଣା ପରେ ସ୍କୁଲ ପରିସରରେ ଉତ୍ତେଜନା ଦେଖା ଦେଇଛି।