ପ୍ରମୂଖ ଖବର
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଏହି କାରଣରୁ ସନି ଦେଓଲ ଜାଟରେ କଲେ କାମ, ଅଭିନେତା କହିଲେ କିଭଳି କରିଥାନ୍ତି ଫିଲ୍ମ ସାଇନ୍

Published By : Gurupada Nath | April 3, 2025 5:27 PM

ମୁମ୍ବାଇ, ୩/୪ :   ସନି ଦେଓଲଙ୍କ ଜାଟ୍ ଚଳିତ ମାସ ଫିଲ୍ମ ହଲରେ ରିଲିଜ ହେବାକୁ ଯାଉଛି । ଭେଟରାନ ଅଭିନେତା ଏବେ ନିଜ ଫିଲ୍ମର ଜୋର-ଶୋର ପ୍ରମୋଶନ କରିବାକୁ ଲାଗିଛନ୍ତି । ଶେଷ ଥର ସନି ଦେଓଲ ଫିଲ୍ମ ଗଦର ୨ରେ ନଜର ଆସିଥିଲେ । ଯାହା ବକ୍ସ ଅଫିସରେ ରେକର୍ଡ଼ସ୍ତରର କଲେକ୍ସନ କରିଥିଲା । ଏଭଳି ସ୍ଥଳେ ସନି ଦେଓଲଙ୍କ ଫ୍ୟାନ୍ସଙ୍କୁ ଫିଲ୍ମ ଜାଟରୁ ବହୁ ଆଶା ରହିଛି । ସେହିଭଳି ଏବେ ଅଭିନେତା କହିଛନ୍ତି କି ନିଜ ଫିଲ୍ମ ସେ କିଭଳି ବାଛିଥାନ୍ତି । ସନି ଦେଓଲ ନିକଟରେ କୋମଳ ନାହଟାଙ୍କ ସହ ଏକ ପୋଡ଼କାଷ୍ଟରେ ନଜର ଆସିଥିଲେ । ତାଙ୍କ ସହ କଥା ହେବା ସମୟରେ ସେ କହିଛନ୍ତି କି ସେ ନିଜ ଫିଲ୍ମ କିଭଳି ଭାବେ ଚୟନ କରିଥାନ୍ତି ଏବଂ କିଭଳି ଭାବେ ସେ ଜାଟକୁ ଚୟନ କରିଛନ୍ତି ।

ସେ କେବେ ବି ଭିନ୍ନ ପ୍ରକାରର କାହାଣୀକୁ ଚୟନ କରିବାକୁ ଭୟ କରନ୍ତି ନାହିଁ ଫିଲ୍ମ ବକ୍ସ ଅଫିସରେ କିଭଳି ପ୍ରଦର୍ଶନ କରିବ । ସନି ଦେଓଲଙ୍କ କହିବା ଅନୁସାରେ ପ୍ରତି କାହାଣୀ ଏଭଳି ହୋଇନଥାଏ ଯାହା ଦର୍ଶକଙ୍କୁ ଉତ୍ସାହିତ କରି ବଡ଼ ସଂଖ୍ୟାରେ ଦେଖିବାକୁ ଆସିବେ । ମାତ୍ର ଜଣେ କଳାକାର ରୂପରେ ସେ ଏଭଳି ପ୍ରୋଜେକ୍ଟ ଚୟନ କରିଥାନ୍ତି ଯାହା ତାଙ୍କ ପର୍ସନାଲ୍ଟି ସହ ମ୍ୟାଚ କରିଥାଏ । ସନି ଦେଓଲ କହିଛନ୍ତି ମୋ ପାଖରେ କୌଣସି ନିର୍ଦ୍ଦିଷ୍ଟ ମାନଦଣ୍ଡ ନାହିଁ । ମୋର ଧାରଣା କି ଯେତେବେଳେ କାହାକୁ କୌଣସି କାହାଣି ଶୁଣାଯାଏ ଯଦି ତାହା ତାଙ୍କ ହୃଦୟକୁ ଛୁଇଁଥାଏ ତ ଏହା ବହୁତ ଅଟେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.