Indian Export : ଟ୍ରମ୍ପଙ୍କ ଏହି ଗୋଟିଏ ନିଷ୍ପତ୍ତିରୁ ଭାରତକୁ ମିଳିବ ବଡ଼ ଫାଇଦା ! କାନାଡ଼ା ଉପରେ ୫୦% ଟ୍ୟାରିଫ୍ ପରେ ଭାରତୀୟ କମ୍ପାନୀଙ୍କ ପାଇଁ ଖୋଲିଲା ବାଟ
ନୂଆଦିଲ୍ଲୀ, ୨୧।୭: ଅମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ନୀତି ଯୋଗୁଁ ସାରା ବିଶ୍ୱର ବ୍ୟବସାୟିକ କ୍ଷେତ୍ରରେ ହଲଚଲ ଦେଖାଦେଇଛି । ଯୁ...