ମୁମ୍ବାଇ ୧୭/୧୦: ସଲମାନ ଖାନଙ୍କ ଅପକମିଙ୍ଗ ଫିଲ୍ମ ‘ବ୍ୟାଟେଲ ଅଫ୍ ଗଲୱାନ’ରେ ଭାରତୀୟ ସେନାକୁ ସମର୍ପିତ ଦେଶଭକ୍ତି ଗୀତ ରହ...
ଭୁବନେଶ୍ୱର,୧୭/୧୦: ପୁଲିସ ଏସ୍ଆଇ କେଳେଙ୍କାରୀ ଘଟଣାରେ କ୍ରାଇମ୍ବ୍ରାଞ୍ଚ୍କୁ ସଫଳତା ମିଳିଛି । ଏହି...
ବଲାଙ୍ଗୀର, ୧୭/୧୦: ଭାରସାମ୍ୟ ହରାଇ ଓଲଟିଲା ଚାଉଳ ବୋଝେଇ ଟ୍ରକ୍। ଡ୍ରାଇଭର କିମ୍ବା ହେଲ୍ପରଙ୍କ କୌଣସି ପତ୍ତା ମିଳିନଥିବା ବେଳେ ଓଲଟି ପଡିଥିବା...
ମୁମ୍ବାଇ,୧୭/୧୦: ସବୁଠାରୁ ପ୍ରତିଭାଶାଳୀ ଏବଂ ବହୁମୁଖୀ ଅଭିନେତାଙ୍କ ମଧ୍ୟରୁ ଜଣେ ବଲିଉଡ ଅଭିନେତା ମନୋଜ ବାଜପେୟୀ । ଆଗାମୀ ବିହାର ବିଧାନସଭା ନ...
ନୂଆଦିଲ୍ଲୀ,୧୭/୧୦:ଫିଲିପାଇନ୍ସରେ ଭୂମିକମ୍ପ ଝଟକା। ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୬.୧ ରେକର୍ଡ କରାଯାଇଛି। ଏନେଇ ଜର୍ମାନ ରିସର୍ଚ୍ଚ ସେଣ୍ଟ...
ନୂଆଦିଲ୍ଲୀ,୧୭/୧୦: ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୬ ପାଇଁ ୨୦ ଦଳ ଚୂଡ଼ାନ୍ତ ହୋଇଛି । ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ) ଅନ୍ତିମ ଦଳ ଭାବ...
ନୂଆଦିଲ୍ଲୀ, ୧୭/୧୦ : ହମାସ୍କୁ ଡୋନାଲ୍ଡ ଟ୍ରମ୍ପଙ୍କ ଖୋଲା ଚେତାବନୀ। ଗାଜାରେ ହତ୍ୟାକାଣ୍ଡ ନରୋକିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ। ଟ୍ର...
ବାସୁଦେବପୁର,୧୭/୧୦: ରାସ୍ତା କଡ଼ରେ ଠିଆ ହୋଇଥିବା ଡମ୍ପରକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ୍ । ଅଳ୍ପକେ ବର୍ତ୍ତିଲେ କୋଇଲା ବୋଝେଇ ଟ୍ରକ୍&zwn...
ଭୁବନେଶ୍ୱର,୧୭/୧୦: ସାରା ଦେଶରୁ ବିଦାୟ ନେଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ବର୍ତ୍ତମାନ ଓଡ଼ିଶାରେ ଆଉ ବିଶେଷ ବର୍ଷା ସ...
ଭାରତୀୟ ଖାଦ୍ୟ ଏହାର ସ୍ୱାଦ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। ତଥାପି, ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚର ଏକ ନୂତନ ରିପୋର୍ଟ ଏହି...
ମେଷ: ତ୍ୟାଗ ରୂପକ ଜୀବନ ଶୋଧନର ରାଜମାର୍ଗକୁ ଆଦରି ନେଇ ପାରନ୍ତି। ପ୍ରଚୁର ଧନ ପ୍ରାପ୍ତି ସହ ଧାର୍ମିକ ଭାବନାରେ ଉଦ୍ବୁଦ୍ଧ ହେବେ। ଜ୍ଞାନ...
ଭୁବନେଶ୍ବର: ସିକିମ୍ର ଆଇସିଏଫ୍ଆଇ ବିଶ୍ବବିଦ୍ୟାଳୟର ୧୮ ତମ ସମାବର୍ତ୍ତନ ଉତ୍ସବ ଏବଂ ସିକିମ୍ ରାଜ୍ୟର ୫୦ ବର୍ଷ ପୂର୍ତ୍ତି ଉତ୍ସବ...