ମହିଳା ସଂରକ୍ଷଣ ବିଲ୍: ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପରେ ବର୍ଷିଲା ବିଜେଡି; ମନମୋହନ କହିଲେ,'ହୀନ ଚକ୍ରାନ୍ତ କରି ମହିଳାଙ୍କୁ ତାଙ୍କ ଅଧିକାରରୁ ବଂଚିତ କରିଛନ୍ତି ବିରୋଧି'
ଭୁବନେଶ୍ବର,୨୦/୦୪: ମହିଳା ସଂରକ୍ଷଣ ବିଲକୁ ନେଇ ବିଜେପି ଉପରେ ବର୍ଷିଛି ବିଜେଡି। ସାମ୍ବାଦିକ ସମ୍ମିଳନୀ କରି ବିଜେଡି କହିଛି ଯେ,' ବିଜେପି...