ଅନେକ ସିଫ୍ଟରେ ପରିଚାଳିତ ହୁଏ ଜେଇ ମେନ୍ ପରୀକ୍ଷା; କେମିତି ଦିଆଯାଏ ନମ୍ବର? ସରଳୀକରଣ ମାଧ୍ୟମରେ କିପରି ସମସ୍ତଙ୍କ ପ୍ରତି ନ୍ୟାୟ ସୁନିଶ୍ଚିତ କରେ ଏନଟିଏ
ନୂଆଦିଲ୍ଲୀ,୨୧/୦୪: ୨୦୨୬ ମସିହାର ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍ଜାମ (JEE) ମେନ୍ ସେସନ୍ ୨ ପାଇଁ ଫଳାଫଳ ପ୍ରକାଶ ପାଇଛି। ସମକାଳୀନ ଭାବରେ, ନ୍ୟାସନାଲ...