Siya Goyal Confession: ‘କେତନକୁ ସବୁ ସତ କହିଥିଲି, ତଥାପି ସେ ବାହାଘର ଭାଙ୍ଗୁନଥିଲା...’, ପୁଣେ ହତ୍ୟାକାଣ୍ଡରେ ସିୟା ଗୋୟଲଙ୍କ ଚାଞ୍ଚଲ୍ୟକର ଖୁଲାସା !
ପୁଣେ, ୨୫।୬: ପୁଣେର ଚର୍ଚ୍ଚିତ ବିଲ୍ଡର ତଥା ବ୍ୟବସାୟୀ କେତନ ଅଗ୍ରୱାଲ ହତ୍ୟାକାଣ୍ଡ ମାମଲାରେ ପ୍ରତିଦିନ ସାମ୍ନାକୁ ଆସୁଛି ନୂଆ ନୂଆ ଟ୍ୱିଷ୍ଟ ।...