ପ୍ରମୂଖ ଖବର
  • କୋରାପୁଟ : ଗଞ୍ଜେଇ ଚାଲାଣ କରୁଥିବା ବେଳେ ୨ ଛାତ୍ର ଗିରଫ, ୪୦ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ
  • ||
  • ନିମାପଡ଼ା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ମହିଳାଙ୍କ ଜୀବନ
  • ||
  • ଗଞ୍ଜାମ : ୩୩ କେଭି ତାର ସହ ଏଲଟି ଲାଇନର ତ୍ରୁଟି ପୂର୍ଣ୍ଣ ସଂଯୋଗ, ଜଳିଗଲା ୮ରୁ ଉର୍ଦ୍ଧ୍ୱ ଘରର ବିତ୍ୟୁତ ସରଞ୍ଜାମ
  • ||
  • ପୁରୀ : ଶହୀଦ ଜୟୀ ରାଜଗୁରୁଙ୍କ ଶ୍ରାଦ୍ଧ ଦିବସ ପାଳିତ
  • ||
  • ପୁରୀରେ ପୋଲିସ ଆଇନ ୩୦ ଧାରା ୯୦ ଦିନ ପର୍ଯ୍ୟନ୍ତ ବଳବତ୍ତର
  • ||
  • ପୁରୀ : କୁମ୍ଭକାର ଶାଳରେ କୁରାଳ ପଞ୍ଚମୀ ପୂଜାର୍ଚ୍ଚନା
  • ||
  • ସଂସଦରେ ବିରୋଧୀଙ୍କ ହଙ୍ଗାମା, ଅପରାହ୍ନ ୧୨ଟା ଯାଏ ଲୋକସଭା ମୁଲତବୀ
  • ||
  • 'ମୁଁ ରାଜ୍ୟସଭା ରେସ୍‌ରେ ଆଦୌ ନାହିଁ, ଏ ଚର୍ଚ୍ଚା କପୋଳକଳ୍ପିତ'...
  • ||
  • ଚଣ୍ଡିଖୋଲ : ଦୋକାନ ଉପରେ ମାଡ଼ି ଗଲା ଟ୍ରକ୍‌, ୨ ଆହତ
  • ||
  • ଝାରସୁଗୁଡ଼ା : ବାପାକୁ ଚାପୁଡ଼ା ମାରିବାରୁ ଯୁବକଙ୍କୁ ପିଟି ପିଟି ମାରିଦେଲା ପୁଅ, ୨ ଅଟକ
  • ||
  • ସମ୍ବଲପୁର: ଭିଜିଲାନ୍ସ ଜାଲରେ ଏସିଏଫ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ରେଡ୍
  • ||
  • ଘନ କୁହୁଡି ବଳୟରେ ସୂର୍ଯ୍ୟ ମନ୍ଦିର, କାରୁକାର୍ଯ୍ୟ ଦେଖିବାରୁ ପର୍ଯ୍ୟଟକ ବଞ୍ଚିତ
  • ||
  • ବାରଙ୍ଗ ପୁଅ ବୋହୂ ପୋଡ଼ି ଘଟଣା: ୫ ଦିନ ଜୀବନ ମରଣ ସହ ସଙ୍ଘର୍ଷ ପରେ ଆଖି ବୁଜିଲା ପୁଅ
  • ||
  • ପୁରୀ: ଶନିବାର ଶ୍ରୀମନ୍ଦିରରେ ଓଢ଼ଣ ଷଷ୍ଠୀ: ଘୋଡ଼ ପ୍ରସ୍ତୁତି ଶେଷ, ଆଜି ଅଧିବାସ ନୀତି
  • ||
  • ଶିମିଳିପାଳରୁ ଶିକାରୀଙ୍କୁ ଧରିଲା ଟ୍ରାପ୍ କ୍ୟାମେରା, ୨ ଅଭିଯୁକ୍ତ ଗିରଫ
  • ||
  • ସୁବର୍ଣ୍ଣପୁର ଜିଲ୍ଲାରେ ପୁଣି ଫେରିଛି ଶୀତ, ନିଆଁ ଜାଳି ଥଣ୍ଡାରୁ ରକ୍ଷା ପାଉଛନ୍ତି ଲୋକେ
  • ||
  • ବଡ଼ଧରଣର ଭୂକମ୍ପରେ ଥରିଲା ଉତ୍ତର କାଲିଫର୍ଣ୍ଣିଆ, ରିକ୍ଟର ସ୍କେଲରେ ତୀବ୍ରତା ୭.୦, ସୁନାମୀ ଆଲର୍ଟ
  • ||
  • ଆସନ୍ତା ୧୧ ଯାଏ ରାଜ୍ୟରେ ଶୀତ କମ୍‌,୧୨ରୁ ସାମାନ୍ୟ ବଢ଼ିବ ଜାଡ଼: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ଆଶଙ୍କା
  • ||

ଆଦାନୀ ଗ୍ରୁପ୍‌ର ୧୦୦ କୋଟି ଟଙ୍କା ଫେରାଇଲେ ତେଲେଙ୍ଗାନା ସରକାର , ବିଶ୍ୱବିଦ୍ୟାଳୟ ପାଇଁ ଥିଲା ଫଣ୍ଡ

ନୂଆଦିଲ୍ଲୀ : ଆମେରିକାରେ ଆଦାନୀ ଗ୍ରୁପ୍‌ ଉପରେ ଲାଗିଥିବା ଲାଞ୍ଚ ଅଭିଯୋଗ ପରେ ,ତେଲେଙ୍ଗାନାର କଂଗ୍ରେସ ସରକାର କମ୍ପାନୀର ୧୦୦ କୋଟି ଟଙ୍କାର ଫଣ୍ଡ ଫେରେଇ ଦେଇଛନ୍ତି। ଏହି ଫଣ୍ଡ ଯୁବବର୍ଗଙ୍କ ମଧ୍ୟରେ କୌଶଳ ଦକ୍ଷତାକୁ ବିକଶିକ କରିବା ଉଦ୍ଦେଶ୍ୟ ପାଇଁ ନିଆ ଯାଇଥିଲା , ଏବେ କଂଗ୍ରେସ ସରକାର ଅର୍ଥରାଶିକୁ ଗ୍ରହଣ କରିବାକୁ ମନା କରି ଦେଇଛି। 

ଇଣ୍ଡିଆ ଟୁଡେ କହିଛି ଯେ , ମୁଖ୍ୟମନ୍ତ୍ରୀ ରେୱନ୍ତ ରେଡ୍ଡୀ ଆଦାନୀ ଗ୍ରୁପ୍‌ ଠାରୁ କୌଣସି ପ୍ରକାରର ଧନରାଶି ଗ୍ରହଣ କରିବାକୁ ମନା କରିଛନ୍ତି। ଏହା ପୂର୍ବରୁ ଆମେରିକାରେ ଶିଳ୍ପପତି ଗୌତମ ଆଦାନୀ ଓ ଆଉ ସାତ ଜଣଙ୍କ ଉପରେ ସୌର ଶକ୍ତି ସହ ଜଡ଼ିତ କଣ୍ଟ୍ରାକ୍ଟ ହାସଲ କରିବା ପାଇଁ ଭାରତୀୟ ସରକାରୀ ଅଧିକାରୀଙ୍କୁ ଲାଞ୍ଚ ଦେବାର ଅଭିଯୋଗ ଲାଗିଛି। ଅନ୍ୟପଟେ ଆଦାନୀ ଗ୍ରୁପ୍‌ ଅଭିଯୋଗକୁ ଭିତ୍ତିହୀନ କହିଛି। 

ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରେୱନ୍ତ ରେଡ୍ଡୀ କହିଛନ୍ତି କି, ରାଜ୍ୟ ସରକାର ଆଦାନୀ ଗ୍ରୁପ୍‌ ସହ କୌଣସି ବି ସଙ୍ଗଠନ ଠାରୁ ୟଙ୍ଗ ଇଣ୍ଡିଆ ସ୍କିଲ୍‌ ୟୁନିଭର୍ସିଟି ପାଇଁ କିଛି ପଇସା ନେଇ ନାହାନ୍ତି। ରେଡ୍ଡୀ କହିଛନ୍ତି , ତେଲେଙ୍ଗାନା ସରକାର ଆଦାନୀ ଗ୍ରୁପ୍‌ ଠାରୁ ୟଙ୍ଗ ଇଣ୍ଡିଆ ସ୍କିଲ୍‌ ୟୁନିଭର୍ସିଟି ପାଇଁ କିଛି ଧନରାଶି କି ଦାନ ନେଇ ନାହାନ୍ତି, କାଲି ସରକାର ଆଦାନୀ ଗ୍ରୁପ୍‌କୁ ଲେଖିଛନ୍ତି କି , ସେ କୌଶଳ ବିଶ୍ୱବିଦ୍ୟାଳୟ ପାଇଁ ତାଙ୍କ ଦ୍ୱାରା ଦିଆ ଯାଇଥିବା ୧୦୦କୋଟି ଟଙ୍କା ସ୍ୱୀକାର କରିବେ ନାହିଁ। 

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି , ରାହୁଲ ଗାନ୍ଧୀ ସ୍ପଷ୍ଟ ଭାବେ କହିଛନ୍ତି, ରାଜ୍ୟ ସରକାର କି କେନ୍ଦ୍ର ସରକାରକୁ ଟେଣ୍ଡର୍ସ ଆମନ୍ତ୍ରିତ କରିବା ଉଚିତ୍‌। ଗଣତାନ୍ତ୍ରିକ ଉପାୟରେ ସଠିକ୍‌ ପ୍ରକ୍ରିୟା ସହ ଟେଣ୍ଡର୍ସ ଆବଣ୍ଟିତ କରାଯିବ , ସେ ଆଦାନୀ ହୁଅନ୍ତୁ କି ଅମ୍ୱାନୀ ହୁଅନ୍ତୁ କି ଟାଟା । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅନେକ କମ୍ପାନୀ ୟଙ୍ଗ ଇଣ୍ଡିଆ ସ୍କିଲ ୟୁନିଭର୍ସିଟିକୁ ଅର୍ଥ ଦେଇଛନ୍ତି। ୟଙ୍ଗ ଇଣ୍ତିଆ ସ୍କିଲ୍‌ ୟୁନିଭର୍ସିଟିକୁ ଅନେକ କମ୍ପାନୀ ଫଣ୍ଡ ଦେଇଛନ୍ତି। ସେହିପରି ଆଦାନୀ ଗ୍ରୁପ୍‌ ମଧ୍ୟ ଆମକୁ ୧୦୦ କୋଟି ଟଙ୍କା ଦେବାକୁ ପ୍ରସ୍ତାବ ଦେଇଛି। ମୁଁ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ଦୋହରାଇବାକୁ ଚାହିଁବି କି ସେ ଆଦାନୀ ଗ୍ରୁପ୍‌ ଠାରୁ ୧୦୦ କୋଟି ଟଙ୍କା ନେବେ ନାହିଁ।

ଉଲ୍ଲେଖନୀୟ ଯେ , ୧୯ ଅକ୍ଟୋବରରେ ଗୌତମ ଆଦାନୀ ୟଙ୍ଗ ଇଣ୍ଡିଆ ସ୍କିଲ ୟୁନିଭର୍ସିଟିର ସ୍ଥାପନା ପାଇଁ ମୁଖ୍ୟମନ୍ତ୍ରୀ ରେୱନ୍ତ ରେଡ୍ଡୀଙ୍କୁ ୧୦୦ କୋଟି ଟଙ୍କାର ଚେକ୍‌ ପ୍ରଦାନ କରିଥିଲେ। ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଏକ୍ସରେ ପୋଷ୍ଟ କରି ଏହି କଥାର ସୂଚନା ଦେଇ ଥିଲେ। ଏହି ଖବର ସାମ୍ନାକୁ ଆସିବା ପରେ ରାଜ୍ୟର ବିରୋଧି ପାର୍ଟି କଂଗ୍ରେସର କଡ଼ା ସମାଲୋଚନା କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.