ପ୍ରମୂଖ ଖବର
  • ଦିଗପହଣ୍ଡି ଓସ୍ତାପଲ୍ଲୀରେ ବ୍ୟାପୁଛି ଝାଡାବାନ୍ତି, ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା
  • ||
  • ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କଶ୍ୟପ ‘ଜନ ସୁରାଜ’ ପାର୍ଟିରେ ସାମିଲ
  • ||
  • ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ମେଧା ତାଲିକା, କାଲିଠୁ ଆରମ୍ଭ ହେବ ନାମଲେଖା: ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା
  • ||
  • ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ PLGA ବାଟାଲିୟନ ଡେପୁଟି କମାଣ୍ଡର ନିହତ
  • ||
  • ରାଜଧାନୀରୁ ୨୬୫ ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ
  • ||
  • ଢେଙ୍କାନାଳ : ଫାର୍ମହାଉସ୍‌ରୁ ଶ୍ରମିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • IT ଅଫିସରେ ହାଜର ହେଲେ ବିଶାଳ ଦାସ, କିଛି ଦିନ ପୂର୍ବରୁ ହୋଇଥିଲା ଚଢାଉ
  • ||
  • ଭଦ୍ରକ : ବିପଦ ସଂକେତ ତଳେ ବୈତରଣୀରେ ବନ୍ୟା ଜଳ, ୧୮.୦୭ ମିଟରରେ ପ୍ରବାହିତ
  • ||
  • ଅଧରପଣା ପାଇ ତୃପ୍ତ ହେବେ ଦେବାଦେବୀଙ୍କ ସମେତ ଯୋଗିନୀଗଣ, ପଣା ସଂଗ୍ରହ ଉପରେ ଲାଗିଲା କଟକଣା
  • ||
  • ଢେଙ୍କାନାଳ : ୪୦ ଟିକିଆ ହାତୀପଲ ନଦୀ ପାର ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ହାତୀ, ଦୀର୍ଘ ସମୟର ପରେ ଉଦ୍ଧାର
  • ||
  • ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ
  • ||
  • ବାଲେଶ୍ୱର : ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ବୁଲଡୋଜର ଆକ୍ସନ ଉପରେ ସୁପ୍ରିମକୋଟଙ୍କ ଟିପ୍ପଣୀ: କହିଲେ- ମନ୍ଦିର ହେଉ କିମ୍ବା ମସଜିଦ୍, ରାସ୍ତା ମଝିରେ ଥିଲେ ହଟାଯିବ

Published By : Harapriya Biswal | October 1, 2024 3:56 PM

ନୂଆଦିଲ୍ଲୀ,୧।୧୦: ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ସୁପ୍ରିମକୋର୍ଟଙ୍କ କଡା ପ୍ରତିକ୍ରିୟା। ସୁପ୍ରିମକୋର୍ଟଙ୍କ କହିବା ଅନୁସାରେ, ଜନତାଙ୍କ ସୁରକ୍ଷା ସର୍ବପ୍ରଥମ। ସଡକ ଉପରେ କୌଣସି ଧାର୍ମିକ ଢାଞ୍ଚାକୁ ହଟାଯିବା ଜରୁରୀ। କୋର୍ଟ ମଙ୍ଗଳବାର ଅପରାଧିଙ୍କ ବିରୋଧରେ ବୁଲଡୋଜର ଆକ୍ସନ   ବିରୋଧରେ ଶୁଣାଣି ଶୁଣାଣି କରୁଥିଲେ। ଜଷ୍ଟିସ୍ ବିଆର ଗଭଇ ଓ ଜଷ୍ଟିସ୍ କେଭି ବିଶ୍ବନାଥନ୍‌ ଶୁଣାଣି କରିଛନ୍ତି।

କୋର୍ଟ କହିଛନ୍ତି, ଲୋକଙ୍କ ସୁରକ୍ଷା ସବୁଠାରୁ ଉପରେ ରହିଛି। ସେ କହିଛନ୍ତି, ମନ୍ଦିର, ଦରଘା,ସଡକ, ଜଳମାର୍ଗ କିମ୍ବା ରେଳଓ୍ବେ ଟ୍ରାକ୍‌କୁ ଅବରୋଧ କରୁଥିବା କୌଣସି ଧାର୍ମିକ ଢାଞ୍ଚାକୁ ହଟାଇବା ଜରୁରୀ। ଏହା ସହ କୋର୍ଟ ଏହି କଥା ଉପରେ ଜୋର ଦେଇଛନ୍ତି ଯେ, ଭାରତ ସେକୁଲାର ଦେଶ ଓ ବୁଲଡୋଜର ଆକ୍ସନକୁ ନେଇ ନିର୍ଦେଶ ସବୁ ନାଗରିକଙ୍କ ପାଇଁ ସମାନ ରହିବ, ସେ ଯେ କୌଣସି ଧର୍ମ ହୋଇଥାନ୍ତୁ।

ଖଣ୍ଡପୀଠ କହିଛନ୍ତି, ଆମ ଦେଶ ହେଉଛି ଧର୍ମନିରପେକ୍ଷ  ରାଷ୍ଟ୍ର। ଆମର ସବୁ ନିର୍ଦେଶ ସମସ୍ତଙ୍କ ପାଇଁ ରହିବ। ତାହା କୌଣସି ଧର୍ମ କିମ୍ବା ସମ୍ପ୍ରଦାୟର ମନ୍ଦିର, ଦରଘା ଓ ଗୁରୁଦ୍ବାର ହେଉ ଯଦି ସର୍ବସାଧାରଣ ରାସ୍ତାରେ ଆସେ ତେବେ ଏହାକୁ ନିଶ୍ଚିତ ପକ୍ଷେ ହଟାଯିବ। ଜଷ୍ଟିସ୍ ଗଭଇ କହିଛନ୍ତି, ବେଆଇନ ନିର୍ମାଣ ପାଇଁ ଏକ ଆଇନ ତିଆରି ହେବା ଦରକାର। ଏହା କୌଣସି ଧର୍ମ ଉପରେ ନିଭର କରିବା ଉଚିତ୍ ନୁହେଁ।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.