ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

କୃତି ସେନନଙ୍କ ଅପ୍ କମିଂ ମୁଭିର ରିଲିଜ୍ ଡେଟ୍ ଘୋଷଣା, ସାନଦାର୍ ଲୁକରେ ଆସିଲେ ନଜର

Published By : Gurupada Nath | January 28, 2025 8:23 PM

ମୁମ୍ବାଇ, ୨୮/୧ :  କୃତି ସେନନଙ୍କ ଅପ୍ କମିଂ ମୁଭିର ରିଲିଜ୍ ଡେଟ୍ ଘୋଷଣା । ନିଆରା ଅନ୍ଦାଜରେ ନଜର ଆସିଲେ କୃତି ସେନନ । ସବୁବେଳେ ଭିନ୍ନ ଲୁକ୍ ପାଇଁ ସେ ଇଣ୍ଡଷ୍ଟ୍ରିରେ ଜଣାଯାଇଥାନ୍ତି । ଆଜିର ଏହି ଲୁକ୍ ଦେଖି ତାଙ୍କର ଫ୍ୟାନ୍ସମାନଙ୍କ ଉତ୍ସାହ ବଢିଯାଇଛି । 

୨୦୧୩ରେ ରିଲିଜ ହୋଇଥିବା ଫିଲ୍ମ ‘ରାଞ୍ଝଣା’ ପରେ ପାଓ୍ବାର ହାଉସ ତିକଡ଼ୀ ଆନନ୍ଦ ଏଲ ରୟ, ଧନୁଷ ଏବଂ ଏ.ଆର.ରହମାନ ଏକ ତରଫା ପ୍ରେମ ଏବଂ ଇମୋଶନାଲ ଲଭ୍ ଷ୍ଟୋରୀ ନେଇ ଆସୁଛନ୍ତି । ପ୍ରଥମେ ମେକର୍ସ ଫିଲ୍ମ ‘ତେରେ ଇସ୍କ ମେ’ରେ ଧନୁଷ ଷ୍ଟାରର ଏକ ଟିଜର ରିଭିଲ କରିଥିଲେ । ସେହିଭଳି ଏବେ ପୁଣି ଏକ ଟିଜର ସହ ଫିଲ୍ମର ଲିଡ୍ ରୋଲରେ ଥିବା ଅଭିନେତ୍ରୀ ଏବଂ ରିଲିଜ ଡେଟ୍ ଉପରୁ ପରଦା ଉଠାଇଛନ୍ତି ।

‘ତେରେ ଇସ୍କ ମେ’ର ଲାଟେଷ୍ଟ ଟିଜରରେ କୃତି ସେନନଙ୍କ ଆଖିରେ ଲୁହ, ହାତରେ କିରୋସିନୀ ତେଲର ଡବା ନେଇ ରାସ୍ତାରେ ଚାଲୁଥିବା ଦେଖାଯାଉଛନ୍ତି । ଏହାପରେ ସେ କିରୋସୀନ ନିଜ ଉପରେ ଢାଳୁଛନ୍ତି । ତାଙ୍କ ପଛରେ କିଛି ଜଣ ଦୌଡ଼ାଦୌଡ଼ି ହେଉଥିବା ଦେଖାଯାଉଛନ୍ତି । ଯାହା ପରେ ସେ ମୁହଁରେ ସିଗାରେଟ ଲଗାଉଛନ୍ତି, ଇମୋଶନାଲ ହୋଇ ଗୋଟିଏ ଜାଗାରେ ବସୁଛନ୍ତି । 

ଏହା ପୂର୍ବରୁ ମେକର୍ସ ଧନୁଷ ଷ୍ଟାରର ଟିଜର ରିଲିଜ କରିଥିଲେ । ଏହି ଫିଲ୍ମକୁ ଆନନ୍ଦ ଏଲ୍ ରାୟ ନିର୍ଦ୍ଦେଶନା କରିଛନ୍ତି ଏବଂ ହିମାଂଶୁ ଶର୍ମା ଲେଖିଛନ୍ତି । ଏହାକୁ ଏ.ଆର. ରହମାନ ମ୍ୟୁଜିକ ଦେଇଛନ୍ତି । ଏହାର ସଂଗୀତ ଇରଶଦ କାମିଲ ଦେଇଛନ୍ତି । ଧନୁଷ ଏବଂ କୃତି ସେନନଙ୍କ ଏହି ଫିଲ୍ମ ୨୮ନଭେମ୍ବର ୨୦୨୫‌ରେ ଓ୍ବାର୍ଲ୍ଡ ଓ୍ବାଇଡ ହିନ୍ଦୀ ଏବଂ ତାମିଲରେ ରିଲିଜ ହେବାକୁ ଅଛି । tere-ishk-mein-teaser-out-kriti-sanon

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.