ଭୁବନେଶ୍ବର,୮।୧ : ଚଳନ୍ତା କାରରେ ଲାଗିଲା ନିଆଁ। କେଶୁରା ରାସ୍ତାରେ ଜଳିଗଲା ଥର୍ ଗାଡ଼ି।  କାରରେ ପରିବାର ଲୋକ  ବସି ଯାଉ ଥିବା ବେଳେ ହଠାତ  ଲାଗିଲା ନିଆଁ। ଇଞ୍ଜିନରେ ନିଆଁ ଦେଖି କାର ରୁ ଓହ୍ବାଇ ପଡିଥିଲେ ପରିବାରର ସମସ୍ତ ସଦସ୍ୟ । ଘଟଣା ସ୍ଥଳରେ ବଡଗଡ ଥାନା ପୋଲିସ ପହଞ୍ଚି ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।