ଭୁବନେଶ୍ବର,୧୪।୧ : ନନ୍ଦନକାନନରେ ବାଘୁଣୀ ରୂପାର ଧଳା ଛୁଆ  ଅସୁସ୍ଥ ।  ମା’  ରୂପା ଠାରୁ ଅଲଗା ହେଲେ ଅଢେଇ ମାସର ଛୁଆ  । ଜନ୍ତୁ ଲାଳନ ପାଳନ କେନ୍ଦ୍ରରେ  ଚିକିତ୍ସା ଜାରି  ରହିଛି । ଏ ନେଇ  ନନ୍ଦନକାନନ ଉପନିର୍ଦ୍ଦେଶକ ସାନଥ କୁମାର୍ ନାରାୟଣ ସୂଚନା ଦେଇଛନ୍ତି। ୨୦୨୪ ନଭେମ୍ବର ୨ ତାରିଖରେ ବାଘୁଣୀ ରୂପା ଜନ୍ମ ଦେଇଥିଲା ୪ ଶାବକ  । ସେଥି ମଧ୍ୟରୁ ଦୁଇଟି ଧଳା ଏବଂ  ଦୁଇଟି ସାଧାରଣ ରଙ୍ଗର ହୋଇଥିଲେ   ।