ବାହାଡ଼ା ଝୋଲା, ୨୨।୧୦ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅର୍ନ୍ତଗତ ବାହାଡ଼ା ଝୋଲାର ଆନନ୍ଦ ପୁରୁ ଛକ ନିକଟରେ ବାଇକ୍କୁ ଏକ ଟ୍ରାକ୍ଟର ଧକ୍କା ଦେଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଓଡଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି। ମୃତ ବ୍ୟକ୍ତିଙ୍କ ଘର ନିକଟସ୍ଥ ବାଙ୍କତରା ଗ୍ରାମର ବୋଲି ଜଣାପଡ଼ିଛି। ପୁଲିସ ଟ୍ରାକ୍ଟର ଜବତ କରି ଘଟଣାର ତଦନ୍ତ କରୁଛି।
ଧକ୍କା ଦେଲା ଟ୍ରାକ୍ଟର ଜଣେ ମୃତ ପୋଲିସ ପହଂଚି ଟ୍ରାକ୍ଟର କୁ ଜବତ କରି ଥିବା ବେଳେ ବାଇକ୍ ଚାଳକ କୁ ଓଡ଼ଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚାଇ ଥିବା ବେଳେ ହିରୋ ହୁଣ୍ଡା ବାଇକ୍ ଭାଙ୍ଗି ନଷ୍ଟ ହୋଇ ଯାଇଛି। ମୃତ ବ୍ୟକ୍ତିଙ୍କ ଘର ନିକଟସ୍ଥ ବାଙ୍କତରା ଗ୍ରାମର ବୋଲି ଜଣାପଡ଼ିଛି।