ପ୍ରମୂଖ ଖବର
  • ଜେଲ୍‌ରୁ ଫେରି ପୀଡିତାଙ୍କୁ ଅପହରଣ କରି ହତ୍ୟା କଲା ଅଭିଯୁକ୍ତ: ଏଆଇ କ୍ୟାମେରାରେ କଏଦ ହେଲା ଦୃଶ୍ୟ, ୨ ଗିରଫ
  • ||
  • ସୁନ୍ଦରଗଡ଼ : ହଜିଗଲା ମାନବିକତା: ୮ ବଙ୍ଗୀୟ ମିସ୍ତ୍ରୀଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇଲେ ଲୋକେ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ଯବାନଙ୍କ ଗୁଳିରେ ୭ ମାଓବାଦୀ ନିପାତ
  • ||
  • ମାଲକାନଗିରି ମୋଟୁରେ NIA ରେଡ୍, ମାଓ ଲିଙ୍କ ସନ୍ଦେହରେ ତନାଘନା
  • ||
  • ଆନନ୍ଦପୁର : ବିଲରେ ଚାଷ କାମ ତଦାରଖ ବେଳେ କାମୁଡ଼ିଲା ସାପ, ଚାଷୀ ମୃତ
  • ||
  • ରାଜଧାନୀ ରାଜରାସ୍ତାରେ ଯୁବକଙ୍କ ଆତଙ୍କରାଜ: ଗାଡି ସାଇଡ୍‌ ମରାକୁ ନେଇ ମାରପିଟ,୫ ଅଟକ
  • ||
  • କୋରାପୁଟରେ ଅପରେସନ ଗ୍ରୀନ୍‌ କ୍ଲିନ୍‌, ୫୧ ହଜାରରୁ ଉର୍ଦ୍ଧ୍ୱ ଗଞ୍ଜେଇ ଗଛ ନଷ୍ଟ
  • ||
  • କରଞ୍ଜିଆ : ଟ୍ରାକ୍ଟର ସହ ଧକ୍କା ହେଲା ପିଆଜ ବୋଝେଇ ଟ୍ରକ୍: ଜଣେ ମୃତ, ୨ ଗୁରୁତର
  • ||
  • ବୌଦ୍ଧରେ ଅପରେସନ୍‌ ଗ୍ରୀନ୍‌ କ୍ଲିନ, ୨ ଦିନରେ ୨୦ କୋଟିର ଗଞ୍ଜେଇ ଗଛ ନଷ୍ଟ
  • ||
  • ଦୈତନଗରୀରେ ଗଡିବ ୩୦ ଇଆର୍‌ଏସ୍‌ଏସ୍‌ ଯାନ, ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଣାଇ : ଲୁଟ୍ କରିବାକୁ ଆସି ଗର୍ଭବତୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, ଲୁଟେରା ଫେରାର
  • ||
  • ବଣାଇରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା, ବିଳମ୍ବିତ ରାତିରେ ଲୁଟ୍‌ ପାଇଁ ଆସି ହତ୍ୟା କଲେ ଦୁର୍ବୃତ୍ତ
  • ||
  • କୁହୁଡିର ଚାଦର ତଳେ ପାଟଣା, ଯାନବାହନ ଚଳାଚଳରେ ସମସ୍ୟା
  • ||
  • ରାଜ୍ୟରେ ବଢ଼ିଲା ଶୀତର ପ୍ରକୋପ, ଦିନକରେ ୫ ଡିଗ୍ରୀ ଖସିଲା ପାରଦ: ୧୫ ଡିଗ୍ରୀ ତଳେ ୧୩ ସହର ତାପମାତ୍ରା
  • ||

ଆଫରୀଦୀ- ରଓ୍ବାଡା ନୁହେଁ, ଟ୍ରେବିସ ହେଡ ଏହି ଖେଳାଳୀଙ୍କୁ କହିଲେ ବିଶ୍ବ କ୍ରିକେଟର ସବୁଠାରୁ ଦ୍ରୁତ ବୋଲର

Published By : Prameya | November 19, 2024 6:37 PM

ନୂଆଦିଲ୍ଲୀ,୧୯/୧୧ : ଭାରତ ଏବଂ ଅଷ୍ଟେ୍ରଲିଆ ମଧ୍ୟରେ ବର୍ଡର- ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ୨୨ନଭେମ୍ବରରୁ ପର୍ଥରେ ଖେଳାଯିବ । ଭାରତ ବିପକ୍ଷ ସିରିଜ ପୂର୍ବରୁ ଅଷ୍ଟେ୍ରଲିଆ କ୍ରିକେଟ ଜଗତରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହା ମଧ୍ୟରେ ଅଷ୍ଟେ୍ରଲିଆର ଆକ୍ରମଣାତ୍ମକ ବ୍ୟାଟର ଟ୍ରେବିସ ହେଡ଼ ବୁମରାହଙ୍କୁ ‘ଏକ୍ସ ଫ୍ୟାକ୍ଟର’ କହିଛନ୍ତି ,  ଏହାସହ ଏହି ପୀଢିର ସବୁଠାରୁ ବିପଦ ଜନକ ବୋଲର ବୋଲି କହିଛନ୍ତି । ବୁମରାହ ଶୁକ୍ରବାରରୁ ଏଠାରେ ଆରମ୍ଭ ହେଉଥିବା ପ୍ରଥମ ଟେଷ୍ଟରେ ଭାରତର ଅଧିନାୟକ କରିବେ । ଅଷ୍ଟେ୍ରଲିଆର ବର୍ତ୍ତମାନ ଏବଂ ପୂର୍ବତନ କ୍ରିକେଟର ଏହି ସିରିଜ ପୂର୍ବରୁ ତାଙ୍କର ତାରିଫ୍ କରିଛନ୍ତି । ସ୍ଥାନୀୟ ଗଣମାଧ୍ୟମ ଅନୁସାରେ ୭୦ଦଶକରେ ଓ୍ବେଷ୍ଟଇଣ୍ଡିଜର ଦ୍ରୁତ ଆକ୍ରମଣର ସ୍ବର୍ଣ୍ଣିମ ଗସ୍ତ ପରେ ପ୍ରଥମ ଥର କୌଣସି ଦ୍ରୁତ ବୋଲର ଅଷ୍ଟେ୍ରଲିଆ ବ୍ୟାଟରଙ୍କୁ ଭୟଭୀତ କରାଇ ଦେଇଛନ୍ତି ।

ବୁମରାହ ଗତ ଦୁଇ ଟେଷ୍ଟ ଗସ୍ତରେ ଅଷ୍ଟେ୍ରଲିଆ ବିପକ୍ଷରେ ୩୨ଓ୍ବିକେଟ ନେଇଥିଲେ ଯେଉଁଥିରେ ୨୦୧୮ବକ୍ସିଂ ଡେ ଟେଷ୍ଟରେ ନେଇଥିବା ୬ଓ୍ବିକେଟ ସାମିଲ ରହିଛି । ହେଡ ‘ଫକ୍ସ କ୍ରିକେଟ’କୁ କହିଛନ୍ତି କି, ତାଙ୍କର ସାମ୍ନା କରିବା ଅସମ୍ଭବ ଭଳି ଅଟେ । ଆପଣଙ୍କୁ ଲାଗୁଛି କି ଆପଣ ଗୋଟିଏ ପାଦ ଆଗରେ ଅଛନ୍ତି କିନ୍ତୁ ସବୁବେଳେ ସେ ଆପଣଙ୍କଠାରୁ ଗୋଟିଏ ପାଦ ଆଗକୁ ଯାଇଥାନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.