ପ୍ରମୂଖ ଖବର
  • ୨୧ରେ ଛତିଶା ନିଯୋଗ ବୈଠକ, ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରିବିଜେ ନୀତିକାନ୍ତିରେ ଲାଗିବ ମୋହର
  • ||
  • ଟିମ ଇଣ୍ଡିଆର ଇଂଲଣ୍ଡ ଗସ୍ତ: ଆସନ୍ତା୨୩ରେ ହୋଇପାରେ ଦଳ ଘୋଷଣା
  • ||
  • ଧର୍ମଶାଳା ABDOଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୭ ସ୍ଥାନରେ ଚଢାଉ
  • ||
  • ଲକ୍ଷ୍ନୌ: ଚଳନ୍ତା ସ୍ଲିପର୍‌ ବସ୍ ଭୟଙ୍କର ଅଗ୍ନିକାଣ୍ଡ, ୫ ଯାତ୍ରୀଙ୍କ ଚାଲିଗଲା ଜୀବନ,ଏକାଧିକ ଗୁରୁତର, ଦିଲ୍ଳୀରୁ ବିହାରକୁ ୬୦ ଯାତ୍ରୀଙ୍କୁ ନେଇ ଯାଉଥିଲା
  • ||
  • ଘଟଗାଁରେ ବନ ବିଭାଗର ଚଢ଼ାଉ ଜାରି, ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ଫୋର୍ସ ମୁତୟନ
  • ||
  • ପ୍ରକାଶ ପାଇଲା ପ୍ରାଥମିକ, ମାଧ୍ୟମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର: ଆଜିଠୁ ଆବେଦନ, ଜୁନ୍‌ରେ ବଦଳି ନିର୍ଦ୍ଦେଶ
  • ||
  • ଜଳେଶ୍ୱର : ଚଢାଉ ବେଳେ ପୋଲିସ ଗାଡ଼ିକୁ ପିଟିଲା ବାଲି ବୋଝେଇ ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ୩ ପୋଲିସ କର୍ମଚାରୀ
  • ||
  • କାଶ୍ମୀର ପୁଲୱାମାରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିପାତ
  • ||
  • ଭାରତ-ମିଆଁମାର ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା,୧୦ ଉଗ୍ରବାଦୀ ନିପାତ
  • ||
  • ଓୟୋରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ: ରାସ୍ତାରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁଙ୍କୁ ଅଟକ ରଖିଛି ପୁଲିସ
  • ||
  • ଆଜିଠୁ ବଢ଼ିବ କାଳବୈଶାଖୀ, ୭ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ: ୨୧ରୁ କମିପାରେ ତାତି
  • ||

ଅଂଶୁଘାତରେ ଟ୍ରକ ଚାଳକଙ୍କ ମୃତ୍ୟୁ ଅଭିଯୋଗ

Published By : Prameya | May 14, 2025 9:42 PM

କଣିହାଁ,୧୪।୫ (ଆପ୍ର): କଣିହାଁ ବ୍ଲକ୍ ଏନଟିପିସି ଥାନା ବିଜିଗୋଳ ପଞ୍ଚାୟତ ଆମ୍ବପାଳ ଛକରେ ଜଣେ ଗାଡି ଚାଳକଙ୍କ ମୃତ୍ୟୁ ଘଟିଛି। । ଗାଡି ଚାଳକ ଜଣକ ହେଲେ ଝାରଖଣ୍ଡ ରାଜ୍ୟ ଆଗଲିଓ ସାହେବଗଞ୍ଜ ଅଞ୍ଚଳର ଆକବର ହୁସେନ(୪୬)। 

ଜିଗୋଳ ପଞ୍ଚାୟତ ଆମ୍ବପାଳ ଛକରେ ଗାଡି ଚାଳକ ଆକବର ଅଚେତ ହୋଇଯାଇଥିଲେ। ଖବର ପାଇ ଏନଟିପିସି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆକବରଙ୍କୁ ଉଦ୍ଧାର କରି କଣିହାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମେଡିକାଲ ନେବା ପୂର୍ବରୁ ଆକବରଙ୍କ ମୃତ ହୋଇଯାଇଥିବା ସିଏଚସି ଡାକ୍ତର ପ୍ରକାଶ କରିଥିଲେ।ଏନଟିପିସି ଡେରେଙ୍ଗ ପାଉଁଶ ପୋଖରୀ ରୁ ଟ୍ରକ ଯୋଗେ ଠିକା ସଂସ୍ଥା ଜରିଆରେ ପାଉଁଶ   ପରିବହନରେ ଚାଳକ ଭାବରେ ଆକବର କାମ କରିଆସୁଥିଲେ। ସବୁଦିନ ଭଳି ଆଜି ଆମ୍ବପାଳ ଛକରେ ଟ୍ରକକୁ ଛିଡ଼ା କରି ବିଶ୍ରାମ ନେଉଥିବା ବେଳେ ଘଟଣା ସ୍ଥଳରେ ଟଳି ପଡ଼ିଥିଲେ।ପୋଲିସ ମୃତ ଶରୀର କୁ ଜବତ କରି ପରିବାର ଲୋକଙ୍କୁ ଅପେକ୍ଷା କରିଛି।ଅଂଶୁଘାତ ଜନିତ ଆକବର ଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.